ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟନ

ଥିରୁବନନ୍ତପୁରମ: ପିନରୟୀ ବିଜୟନ ଦ୍ୱିତୀୟ ଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ବିଜୟନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିଧାନସଭା ନିର୍ବାଚନରେ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ମେଣ୍ଟ…

କିମ୍ବଦନ୍ତୀ ଆଥଲେଟ୍ ମିଲ୍‌ଖା ସିଂ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂ କରୋନା ସଂକ୍ରମିତ ହୋଇଛନ୍ତି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ମିଲ୍‌ଖା ଏବେ ତାଙ୍କ ଚଣ୍ଡିଗଡ଼ ସ୍ଥିତ ଘରେ ଆଇସୋଲେସନରେ ଅଛନ୍ତି । ‘ଫ୍ଲାଇଙ୍ଗ୍ ଶିଖ୍‌’ ଭାବେ ପରିଚିତ ଏହି ମହାନ ଧାବକଙ୍କୁ ଏବେ ୯୧ ବର୍ଷ । ମିଲ୍‌ଖା କରୋନା…

ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମିଶିଯିବ

ଆସନ୍ତା ଅକ୍ଟୋବର ପହିଲାରୁ ଆଉ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ହୋଇ ରହିବନି। ବର୍ତ୍ତମାନର ଖଲ୍ଲିକୋଟ ରିସର୍ଚ୍ଚ ୟୁନିଭର୍ସିଟୀ (ପୂର୍ବର କ୍ଲଷ୍ଟର୍ ୟୁନିଭର୍ସିଟୀ) ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶ୍ରଣ ହୋଇଯିବ। ଗୋଟିଏ ପଟେ ରାଜ୍ୟର ଦେଢ଼ଶହ ବର୍ଷ ପୂରାତନ ଖଲ୍ଲିକୋଟ…

କରୋନା ଭାଇରସ୍ ବାୟୁରେ ୧୦ ମିଟର ଯାଏଁ ବ୍ୟାପିଥାଏ

ନୂଆଦିଲ୍ଲୀ: କରୋନା ଭାଇରସ୍ ନେଇ କେନ୍ଦ୍ର ତରଫରୁ ନୂଆ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନଙ୍କ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ, କରୋନା ଭାଇରସ୍ ବାୟୁରେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିପାରେ ।…

ବ୍ଲାକ୍ ଫଙ୍ଗ୍‌ସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଠାରେ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସମସ୍ୟା ଚିନ୍ତାର କାରଣ ହୋଇଛି । ବ୍ଲାକ୍ ଫଙ୍ଗସ୍ ମାମଲା ଏବେ ଦେଶରେ ବଢୁଥିବାରୁ ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲାକ୍…

୨୫ ତାରିଖରେ ବାତ୍ୟାର ରୂପ ନେଇପାରେ ଲଘୁଚାପ : ଆଇଏମଡି

ଭୁବନେଶ୍ୱର- ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେବ । ଭାରତୀ ପାଣିପାଗ ବିଭାଗ -ଆଇଏମଡି ଏହି ପୂର୍ବାନୁମାନ କରିଛି । ମେ ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି…