ଗୁଜରାଟରେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦି
ଅହମ୍ମଦାବାଦ: ପ୍ରଳୟଙ୍କରୀ ବାତ୍ୟା ‘ତୌକତେ’ ପ୍ରଭାବରେ ଗୁଜରାଟରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସବୁ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ।
ବାତ୍ୟା ‘ତୌକତେ’ରେ ସୌରାଷ୍ଟ୍ର ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ଅଧୀନ ଅମ୍ରେଲିରେ ୧୫ ଜଣ…