Naveen Grieves Demise of Renowned Odia Music Director Amarendra Mohanty

Bhubaneswar: Chief Minister Naveen Patnaik today grieved the passing away of renowned Odia music director Amarendra Mohanty. ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ…

ଭାରତରେ କମୁଛି ସଂକ୍ରମଣ, ୨୭ ଦିନ ପରେ ଦୈନିକ ମାମଲା ୩ ଲକ୍ଷରୁ କମ୍‌, ଆଉ ୪୧୦୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୮୧,୩୮୬ ନୂଆ ମାମଲା ରେକର୍ଡ କରାଯାଇଛି । ୨୭ ଦିନ ପରେ ଭାରତରେ ଦୈନିକ କରୋନା ମାମଲା ତିନି ଲକ୍ଷ ତଳକୁ ଖସିଛି । ଶେଷଥର ଏପ୍ରିଲ ୨୧ରେ ଦୈନିକ ସଂକ୍ରମଣ ତିନି ଲକ୍ଷରୁ କମ୍ ଥିଲା । ପୁଣିଥରେ ଦୈନିକ…

ଆଉ ୨୨ କେରୋନା ରୋଗୀଙ୍କ ମୃତ୍ୟୁ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୩୫

ଭୁବନେଶ୍ୱର- କୋରୋନାରେ ରାଜ୍ୟରେ ଗତ ୨୪ ଘଂଟାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାୟଗଡା ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୁନ୍ଦରଗଡରୁ ୩ ଓ ଅନୁଗୁଳ ଜିଲ୍ଲାରୁ ୨ ଓ ପୁରୀ…

ଦିନକରେ ରାଜ୍ୟରେ ୧୦ ହଜାର ୭୫୭ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୯୭୩

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ ହଜାର ୭୫୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୪ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୭୩୩ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ତାଲିକାରେ ପ୍ରଥମ ଥର ପାଇଁ କଟକ ଜିଲ୍ଲା ଶୀର୍ଷରେ ରହିଛି । କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଆକ୍ରାନ୍ତ…

ସମନ୍ୱିତ କୋଭିଡ ମୁକାବିଲା : ଚିକିତ୍ସା ସାଂଗକୁ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ, ଭତ୍ତା ବଣ୍ଟନରୁ ବୁଲା ପଶୁଙ୍କୁ ଖାଦ୍ୟ…

ସମ୍ବଲପୁର : କରୋନାର ଦ୍ବିତୀୟ ଲହର ଭୟଙ୍କର ଭାବେ ମାଡି ଚାଲିଛି । ଗତବର୍ଷ ଠାରୁ ଏହାର ସଂକ୍ରମଣ ତୀବ୍ରତା ଅନେକ ଗୁଣ ଅଧିକ ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏମାନଙ୍କ ଚିକିତ୍ସା ସାଙ୍ଗକୁ ସମଗ୍ର କୋଭିଡ୍ ମୁକାବିଲା ବର୍ତ୍ତମାନ ସମ୍ବଲପୁର ପ୍ରଶାସନ ପାଇଁ…

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ…

କୋରୋନା ମୁକାବିଲା : କୋଭିଡ ଆକ୍ରାନ୍ତ ଶିଶୁଙ୍କ ତଦାରଖ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିିଟି

ଭୁବନେଶ୍ୱର- କୋଭିଡ ଆକ୍ରାନ୍ତ ଶିଶୁଙ୍କ ପର୍ଯ୍ୟବେକ୍ଷଣ ଲାଗି କମିଟି ଗଠନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠିତ ୮ ଜଣିଆ କମିଟିରେ ଡିଏମଇଟି ଅଧ୍ୟକ୍ଷ ରହିଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ଆବାହକ ଅଛନ୍ତି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ…