ରାଜ୍ୟରେ ଆଉ ତିନି ଦିନ ଲଘୁଚାପ ବର୍ଷା

ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ରାଜ୍ୟରେ ଆଉ ୧୬ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରାପଡା, କଟକ,…

ତୈଳଦର ବେଲଗାମ, ମୁମ୍ବାଇରେ ପେଟ୍ରୋଲ ୧୧୧ ଟପିଲା

ନୂଆଦିଲ୍ଲୀ: ଦେଶରେ ବେଲଗାମ ହୋଇପଡିଛି ପେଟ୍ରୋଲ-ଡିଜେଲ୍ ଦର । ତୈଳ ଦର କ୍ରମାଗତ ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଛି । ମହଙ୍ଗା ମାଡ଼ରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଆଜି ପୁଣି ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା…

ରାଜ୍ୟରେ ଆଉ ୪୪୩ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଶିଶୁ କିଶୋରଙ୍କ ସଂଖ୍ୟା ୭୫

ଭୁବନେଶ୍ୱର – ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଉପର-ତଳ ହେଉଛି । ୪ ଶହରୁ କମ୍ ରହିବା ପରେ ଗତ ୨୪ ଘଣ୍ଟାରେ ପୁଣି ବଢିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ଆଉ ୪୪୩ ନୂଆ ଆକ୍ରାନ୍ତ । ନୂଆ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୭୫ ଜଣ ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩…

ଗଡଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆନ୍ଦୋଳନର ବାର୍ତ୍ତାବହ ଗଡଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୟନ୍ତୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଦିଗରେ ସାରଙ୍ଗଧର ଦାସଙ୍କ ପ୍ରୟାସ, ଓଡିଆ ସ୍ୱାଭିମାନ ତଥା ସମାଜର…

କରୋନା ଅପଡେଟ୍: ପୁଣି ୧୫ ହଜାରରୁ କମ୍ ମାମଲା, ଟିକାକରଣ ସଂଖ୍ୟା ୧୦୦ କୋଟି ନିକଟତର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସୁଧୁରୁଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିନକରେ ୧୫ ହଜାରରୁ କମ୍ କରୋନା ମାମଲା ପଞ୍ଜିକୃତ ହୋଇଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୬ ନୂଆ କରୋନା ମାମଲା ଆସିଛି ଓ ୧୪୪…