ଆଜି ଗର୍ଭଣା ସଂକ୍ରାନ୍ତି, ଆମ ରାଜ୍ୟର ଏକ କୃଷି ଭିତ୍ତିକ ପର୍ବ

ଆମ ପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ଅନେକ ପର୍ବ ଆମର କୃଷି ସମ୍ବନ୍ଧିୟ ଅଟେ। କାରଣ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। କାର୍ତ୍ତିକ (ତୁଳା )ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି…

ଗୀତା ମହାତ୍ମ୍ୟ: ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ। ତସ୍ମାଦ ପରିହାର୍ଯ୍ୟଅର୍ଥେ ନ ତ୍ଵଂ ଶୋଚି ତୁ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ଅମରତ୍ୱ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ। ତସ୍ମାଦ ପରିହାର୍ଯ୍ୟଅର୍ଥେ ନ ତ୍ଵଂ ଶୋଚି ତୁ ମର୍ହସି।। ହେ ଅର୍ଜୁନ !ଜନ୍ମ ହୋଇଥିବା ପ୍ରତ୍ୟେକ ଲୋକର ମୃତ୍ୟୁ…

ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ବଦଳି

ଭୁବନେଶ୍ୱର - ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି ନିର୍ଦ୍ଦେଶ ଆସିଛି ।…

ପୁଞ୍ଚ୍ ଏନକାଉଣ୍ଟର: ନିଖୋଜ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର, ସହିଦ୍ ସୈନିକଙ୍କ ସଂଖ୍ୟା ୯ରେ ପହଞ୍ଚିଲା

ଶ୍ରୀନଗର: ଜାମ୍ମୁର ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ ୯ ସୈନିକ ସହିଦ ହୋଇଛନ୍ତି। ଆଜି ଏକ ଜୁନିୟର କମିଶନଡ୍ ଅଫିସର୍ (ଜେସିଓ) ଏବଂ ଜଣେ ଯବାନଙ୍କ ମୃତଦେହ ମିଳିଛି | ଅକ୍ଟୋବର ୧୪ରୁ ଏହି ସୈନିକମାନେ ନିଖୋଜ ଥିଲେ | ଉଦ୍ଧାର ମୃତଦେହ ସୁବେଦାର ଅଜୟ…