୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ର ମାସ୍କଟ ଭିଡିଓରେ କୋଣାର୍କ ମନ୍ଦିର, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ - ଆନ୍ତର୍ଜାତିକ ଫୁଟବଲ ମହାସଂଘ -ଫିଫା ପକ୍ଷରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ପାଇଁ ମାସ୍କଟ ବା ଶୁଭଙ୍କର ଉନ୍ମୋଚନ କରାଯାଇଛି । ମାସ୍କଟ ହେଉଛି ଏକ ଏସିଆଟିକ୍ ସିଂହୀ, ଯାହାର ନାମ ଇଭା । ଭାରତରେ ଆସନ୍ତାବର୍ଷ ଆୟୋଜନ ହେବ ୧୭ ବର୍ଷରୁ କମ୍ ମହିଳା…

ନବରାତ୍ରୀର ଆଜି ମହାସପ୍ତମୀ ପୂଜା: ଦେବୀଙ୍କୁ ମା କାଳରାତ୍ରୀ ରୂପରେ ଆବାହନ କରାଯିବ

ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା' ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି । ଅଜଣା ଭୟ, ଶତ୍ରୁ…

ଗୀତା ମହାତ୍ମ୍ୟ: ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା,…

ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ୍ୟନ୍ୟାନି ସଂଯାତି ନବାନି ଦେହୀ।। ଶ୍ରୀ ଭଗବାନ କହିଲେ : ହେ ଅର୍ଜୁନ ! ମନୁଷ୍ୟ ଯେଉଁପରି ପୁରୁଣା ବସ୍ତ୍ରମାନ ତ୍ୟାଗକରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର…

ସମ୍ବଲପୁର ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ, ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ

ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ଅଧ୍ୟକ୍ଷତା ରେ ଅକ୍ଟୋବର ୧୧ ତାରିଖ ଦିନ ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟସ୍ଥ ସିଟି ପେଲେସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି…