ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର-ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସମୟ ବଦଳିବା ସହ ମାନସିକ ସ୍ୱାସ୍ଥ୍ୟ ନେଇ ସାମାଜିକ ସଚେତନତାର ଆବଶ୍ୟକତା ଅଧିକ ଆବଶ୍ୟକ ରହିଛି । ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଶିକ୍ଷା, ସଚେତନତାର ପ୍ରସାର…

ନବରାତ୍ରର ଆଜି ଚତୁର୍ଥ ଦିନ: ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ମା’ କୁଷ୍ମାଣ୍ଡା

ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା' ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା' କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ…

ଗୀତା ମହାତ୍ମ୍ୟ: ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ ନ…

ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ  ନ ହନ୍ୟତେ ହନ୍ୟମାନେ ଶରୀରେ।। ଶ୍ରୀ ଭଗବାନ କହିଲେ : ଏହି ଆତ୍ମା କୌଣସି କାଳରେ ଜନ୍ମ . ହୋଇ ନଥାଏ କି ମରି ମଧ୍ୟ ନଥାଏ। ଏହା ଉତ୍ପନ୍ନ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା…

ଲକ୍ଷ୍ମୀପୁର ହିଂସା ମାମଲା: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଆଶିଷ ମିଶ୍ର ଶୁକ୍ରବାର ଦିନ ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପ୍ରାୟ ୧୨ ଘଣ୍ଟା ଧରି ମାରାଥନ୍ ଜେରା ପରେ କ୍ରାଇମ ବ୍ରାଞ୍ଚ…

ଏସିଏଫ ସୌମ୍ୟରଞ୍ଜନଙ୍‌କ ମୃତ୍ୟୁକୁ ଦୁର୍ଘଟଣା କହିଲା କ୍ରାଇମବ୍ରାଂଚ, ଅବହେଳା ପାଇଁ ବିଦ୍ୟାଭାରତୀଙ୍କୁ ଦାୟୀ, କୋର୍ଟରେ…

ଭୁବନେଶ୍ୱର – ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ ଶେଷ କରିଛି କ୍ରାଇମବ୍ରାଂଚ୍ । ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ । ତାଙ୍କ ମୃତ୍ୟୁ ଦୁର୍ଘଟଣା ଥିଲା ବୋଲି ଦର୍ଶାଇଛି କ୍ରାଇମବ୍ରାଂଚ୍ । ସୌମ୍ୟଙ୍କ ବିଧବା…