ନବରାତ୍ରର ଆଜି ଚତୁର୍ଥ ଦିନ: ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ମା’ କୁଷ୍ମାଣ୍ଡା

ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା' ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା' କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ…

ଗୀତା ମହାତ୍ମ୍ୟ: ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ ନ…

ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୁତ୍ୱ ଭବିତା ବା ନ ଭୁୟଃ। ଅଯୋ ନିତ୍ୟହ ଶାଶ୍ବତୋଅୟଂ ପୁରାଣ  ନ ହନ୍ୟତେ ହନ୍ୟମାନେ ଶରୀରେ।। ଶ୍ରୀ ଭଗବାନ କହିଲେ : ଏହି ଆତ୍ମା କୌଣସି କାଳରେ ଜନ୍ମ . ହୋଇ ନଥାଏ କି ମରି ମଧ୍ୟ ନଥାଏ। ଏହା ଉତ୍ପନ୍ନ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା…

ଲକ୍ଷ୍ମୀପୁର ହିଂସା ମାମଲା: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଆଶିଷ ମିଶ୍ର ଶୁକ୍ରବାର ଦିନ ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପ୍ରାୟ ୧୨ ଘଣ୍ଟା ଧରି ମାରାଥନ୍ ଜେରା ପରେ କ୍ରାଇମ ବ୍ରାଞ୍ଚ…

ଏସିଏଫ ସୌମ୍ୟରଞ୍ଜନଙ୍‌କ ମୃତ୍ୟୁକୁ ଦୁର୍ଘଟଣା କହିଲା କ୍ରାଇମବ୍ରାଂଚ, ଅବହେଳା ପାଇଁ ବିଦ୍ୟାଭାରତୀଙ୍କୁ ଦାୟୀ, କୋର୍ଟରେ…

ଭୁବନେଶ୍ୱର – ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ ଶେଷ କରିଛି କ୍ରାଇମବ୍ରାଂଚ୍ । ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ । ତାଙ୍କ ମୃତ୍ୟୁ ଦୁର୍ଘଟଣା ଥିଲା ବୋଲି ଦର୍ଶାଇଛି କ୍ରାଇମବ୍ରାଂଚ୍ । ସୌମ୍ୟଙ୍କ ବିଧବା…

ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳା 

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ଏକ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ପାନ୍ଥ ନିବାସ ସଂମ୍ବିଳନୀ କକ୍ଷରେ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର ଙ୍କ ପରିଚାଳନା ଏବଂ ଜ଼ିଲ୍ଲା ଡିଜିଟାଲ ସମ୍ପାଦକ ଚିତ୍ତ…

ପୁଣି ଚଳଚଞ୍ଚଳ ହେବ ସମ୍ବଲପୁରୀ ବୁଣାକାର ସମବାୟ ସମିତି

ବୁଣାକାରଙ୍କ ବିକାଶ ପାଇଁ ୩ ବିଭାଗର ମିଳିତ ଉଦ୍ୟମ  ଖୋଲିବ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ସମ୍ବଲପୁର : ସମ୍ବଲପୁରୀ ବସ୍ତ୍ରର ଚାହିଦା ବିଶ୍ୱବିଦିତ । ହେଲେ କେନ୍ଦ୍ର ସରକାର ସୂତା ଉପରେ ଜିଏସ୍‌ଟି ଲାଗୁ କରି ବୁଣାକାରଙ୍କ ପେଟରେ ଲାତ ମାରିଛନ୍ତି । ସେପଟେ , ବୁଣାକାରଙ୍କ ଆର୍ଥିକ…

ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ଭିଜିଲାନ୍ସ ପାଇଳା ପୁଳା ପୁଳା ଟଙ୍କା

ଯାଜପୁର – ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡା ବିଡା ଟଙ୍କା ଜବତ କରିଛି ଭିଜିଲାନ୍ସ । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ କାରରେ କଟକରେ ଥିବା ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନସି କଲେଜ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ…