ସିସିସିରେ ଉତ୍ତମ ବ୍ୟବସ୍ଥା ନେଇ କୋଭିଡ ଆକ୍ରାନ୍ତ ଖୁସ୍ ପରିଦର୍ଶନ କଲେ ଆଇଜି , ଜିଲ୍ଲାପାଳ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ହୋଇଥିବା କୋଭିଡ୍ କେୟାର୍ ସେଣ୍ଟରରେ ଆକ୍ରାନ୍ତଙ୍କ ଉତ୍ତମ ଚିକିତ୍ସା ସାଙ୍ଗକୁ ସବୁ ପ୍ରକାରର ସୁବ୍ୟବସ୍ଥା ଚର୍ଚ୍ଚାର ବିଷୟ ହୋଇଛି ।…