ବିହାରରେ ମେ ୨୫ ଯାଏଁ ବଢ଼ିଲା ଲକଡାଉନ୍
ପାଟନା: ବିହାରରେ କରୋନା ପ୍ରକୋପ ବଢୁଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଟୁଇଟ୍ କରି ଏହା ଘୋଷଣା କରିଛନ୍ତି।
ସେ ଲେଖିଛନ୍ତି, "ଲକଡାଉନର ସକରାତ୍ମକ ପ୍ରଭାବ…