ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଓ ସିଲିଣ୍ଡର ପରିବହନ ଗାଡିକୁ ଜୁଲାଇ ୩୧ ଯାଏଁ ଟୋଲ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର
ଭୁବନେଶ୍ୱର- ରାଜ୍ୟ ସରକାର ଟୋଲ ଟ୍ୟାକ୍ସ ଛାଡ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଜୁଲାଇ ୩୧ ତାରିଖ ଯାଏଁ ଦେବାକୁ ହେବ…