ନବୀନଙ୍କ ଟିକା ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର- ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ର୍‌ସ୍ତାବକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିକାକରଣ ମାମଲାରେ ରାଜ୍ୟଗୁଡିକୁ ଅଧିକ କ୍ଷମତା ସହ କେନ୍ଦ୍ରସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟକୁ ଯୋଗାଇବା ନେଇ ନବୀନଙ୍କ ପ୍ରସ୍ତାବକୁ…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସପିଟାଲର ସେ ଆଖି ବୁଜିଛନ୍ତି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ପୂର୍ବତନ ମନ୍ତ୍ରୀ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ…

ଟିକା ନୀତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା, ପଚାରିଲେ ୧୮-୪୪ ବୟସର ଲୋକଙ୍କୁ କାହିଁକି ମାଗଣା ଟିକା…

ନୂଆଦିଲ୍ଲୀ: ଟିକା ନୀତି ଉପରେ ପ୍ରଶ୍ନ ଉଠାଇବା ସହ ସୁପ୍ରିମକୋର୍ଟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ୧୮-୪୪ ବୟସର ହିତାଧିକାରୀଙ୍କୁ କାହିଁକି ମାଗଣା ଟିକା ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମାଗଣା…

କୋଭିଡ୍‌-୧୯ର ତୃତୀୟ ଲହରୀ ବି ହେବ ଭୟଙ୍କର, ତିନି ମାସ ଯାଏଁ ରହିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦୁର୍ବଳ ହେବାରେ ଲାଗିଥିବା ବେଳେ ତୃତୀୟ ଲହରୀକୁ ନେଇ ଆସିଛି ଛାନିଆ କଲାଭଳି ରିପୋର୍ଟ । ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀ ମଧ୍ୟ ଭୟଙ୍କର ହେବ ଏବଂ ମୃତ୍ୟୁର ତାଣ୍ଡବ ରଚିବ । ତୃତୀୟ ଲହରୀର ତୀବ୍ରତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁରୀ ଏସପି

ପୁରୀ- ଶ୍ରକ୍ଷେତ୍ରରେ ଶ୍ରୀଜିଉଙ୍କ ଆସନ୍ତା ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଗତବର୍ଷର ସୁରକ୍ଷା ଢାଂଚା ସଂପର୍କରେ ବିଶ୍ଳେଷଣ କରିଛନ୍ତି ଏସପି କନୱର ବିଶାଲ ସିଂହ । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ହିଁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ…