ବାତ୍ୟା ୟାଶ୍ ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜଳବନ୍ଦୀ ୧୨୮ଟି ଗାଁର ସବୁ ପରିବାରକୁ ୭ ଦିନ…

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ୟାଶ ପରବର୍ତ୍ତୀ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ଜଳବନ୍ଦୀ ହୋଇ ରହିଥିବା ଗାଁଗୁଡିକର ସବୁ ପରିବାରକୁ ୭ ଦିନ ଲାଗି ରିଲିଫ ଯୋଗାଇ ଦିଆଯିବ । ଏହାଛଡା ୨୪ ଘଂଟାରେ…

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୟାଶ୍‌ର ପ୍ରଭାବ ଅଧିକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ କମ୍

ଭୁବନେଶ୍ୱର-ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇଯାଇଛି ବାତ୍ୟା ୟାଶ୍ । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ୱରରେ ପବନର ବେଗ କମିବା ସହ ବର୍ଷା ପରିମାଣ ବି ହ୍ରାସ ପାଇଛି । ଏନଡିଆରଏଫ୍‌, ଓଡ୍ରାଫ୍ ଟିମ୍ ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ରାସ୍ତାରୁ ହଟାଇବା…

ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ବାଲେଶ୍ୱର ପଠାଇଲେ…

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାତ୍ୟା ୟାଶର ସ୍ଥଳଭାଗ ଅତିକ୍ରିମ କରିବା ପ୍ରକ୍ରିୟା ଶେଷ ହୋଇଛି ।…