ରାମଦେବଙ୍କୁ ୧୦୦୦ କୋଟିର ମାନହାନୀ ନୋଟିସ ପଠାଇଲା ଆଇଏମ୍‌ଏ

ନୂଆଦିଲ୍ଲୀ: ଏଲୋପାଥି ଓ ଡାକ୍ତର ମାନଙ୍କ ବିରୋଧରେ ବିବାଦୀୟ ବୟାନ ପାଇଁ ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି । ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ରାମଦେବଙ୍କ ନିକଟକୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଏଲୋପାଥି ବିରୋଧରେ ବୟାନ ପାଇଁ ତାଙ୍କୁ ୧୫ ଦିନ ମଧ୍ୟରେ ଲିଖିତ କ୍ଷମା…

ଭାରତରେ ୫୭୭ ଶିଶୁଙ୍କୁ ଅନାଥ କଲାଣି କୋଭିଡ୍

‌ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରେ ଏଯାବତ୍ ୫୭୭ ଶିଶୁ ଅନାଥ ହୋଇଛନ୍ତି । ଏପ୍ରିଲ ୧ରୁ ଏଯାବତ୍ ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଭିତ୍ତିରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ଇରାନୀ କହିଛନ୍ତି ଯେ, ଯେଉଁ ନିସହାୟ ଶିଶୁମାନେ…

ରାଜ୍ୟରେ ଗୋଟିଏ ଦିନରେ ୩୫ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହାର ୫୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଝିକ ୫ ଜଣ ଲେଖାଏଁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୪…

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ଭାରତରେ ଆଉ ୨.୦୮ ଲକ୍ଷ ନୂଆ ଆକ୍ରାନ୍ତ, ୪୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦୁଇ ଲକ୍ଷ ତଳକୁ ଖସିବାର ଦିନକ ପରେ ସଂକ୍ରମଣ ପୁଣି ବଢ଼ିଛିି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮ ହଜାର ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ପୁଣିଥରେ ୪ ହଜାର ଟପିଛି । ଦିନକରେ ଏହି ବେମାରୀରେ ଆଉ ୪୧୫୭ ଜଣ ଲୋକଙ୍କ ମୃତ୍ୟୁ…