କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବିରୋଧରେ କୋର୍ଟ ଗଲା ହ୍ୱାଟ୍ସଆପ୍
ନୂଆଦିଲ୍ଲୀ: କେନ୍ଦ୍ରର ନୂଆ ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଛି । ନୂଆ ଆଇଟି ନିୟମ ଦ୍ୱାରା ଗ୍ରାହକଙ୍କ ଗୋପନୀୟତା ପ୍ରଭାବିତ ହେବ । ଏହି ନିୟମ ଉପରେ ରୋକ୍ ଲଗାଇବା ପାଇଁ ହ୍ୱାଟ୍ସଆପ୍ ଦାବି କରିଛି । ଉଲ୍ଲେଖଯୋଗ୍ୟ ଯେ, ସୋସିଆଲ…