ବ୍ଲାକ୍ ଫଙ୍ଗସ ରୋଗ ପାଇଁ ରାଜ୍ୟ ସରକାର ଗଠନ କଲେ ବିଶେଷଜ୍ଞ କମିଟି
ଭୁବନେଶ୍ୱର- କୋଭିଡ ରୋଗୀ ଓ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ ଫଙ୍ଗସ୍ ରୋଗର ତଦାରଖ ଓ ଏହାର ଚିହ୍ନଟ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ୭ ଜଣିଆ କମିଟି ବ୍ଲାକ ଫଙ୍ଗସ୍ ରୋଗର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଗାଇଡଲାଇନ ପ୍ରସ୍ତୁତ…