ଗ୍ରୀଷ୍ମ ପ୍ରବାହ: ୪୫ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ, ଉପକୂଳ ଓଡ଼ିଶାର ତାପମାତ୍ରା ହ୍ରାସ

ଭୁବନେଶ୍ୱର - ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଆଜି ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ଏଥିସହ ବଲାଙ୍ଗୀର ଆଜି ରାଜ୍ୟର ଉତ୍ତପ୍ତ ସହର…