ମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ

ବେଙ୍ଗାଲୁରୁ: ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ବଳ ରେଭନ୍ନା ମେ ୩୦ରେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି। ସରକାରୀ ସୂତ୍ରରୁ ଏହି ସୂଚନା ଜଣାପଡ଼ିଛି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର…