ବ୍ରିଜରୁ ୧୦ ଫୁଟ ତଳକୁ ଖସିଲା ସ୍କୁଟି, ୩ ଆରୋହୀ ମୃତ

ଫୁଲବାଣୀ - କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସବୁ ମୃତକ ସ୍କୁଟି ଆରୋହୀ। ଭାରସାମ୍ୟ ହରାଇ ଏକ ସ୍କୁଟି ବୁଡାମାହା ବ୍ରିଜ ଉପରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିବାରୁ ଏଥିରେ ବସିଥିବା ତିନି ଆରୋହୀଙ୍କ ମୃତ୍ୟୁ ହୋଇଛି। ମଣ୍ଡାକିଆ…

କାଳବୈଶାଖୀ ଆଣିଲା ସାମୟିକ ଆଶ୍ୱସ୍ତି, ଖସିଲା ପାରଦ

ଭୁବନେଶ୍ୱର - କାଳବୈଶାଖୀ ଯୋଗୁଁ ଚାରି ପାଞ୍ଚ ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଝଡ଼ ବର୍ଷା ହୋଇଥିଲା । ଏଥିଯୋଗୁଁ ତାପମାତ୍ରା ହ୍ରାସ ପାଇଛି। ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି…