ପୂର୍ବତନ ମ୍ୟାନେଜରଙ୍କ ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହୀମଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ

ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଙ୍ଗଳବାର ପୂର୍ବତନ ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ଦୋଷମୁକ୍ତ କରିଛନ୍ତି। ସିର୍ସା ସ୍ଥିତ ଡେରାର ମୁଖ୍ୟ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି। ସେ ତାଙ୍କର ଦୁଇ…