ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ବିଜେପି ନେତା, ଗୋବିନ୍ଦପୁର ଥାନାରେ ମାମଲା

ସମ୍ୱଲପୁର ; ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରିବା ଭୟରେ ଅତି ନୀଚ ରୁ ନୀଚ ସ୍ତରକୁ ଚାଲିଗଲାଣି । ବିଜେପି ନେତାମାନଙ୍କ ଦ୍ଵାରା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହେଲା ପରେବି ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି । ନୀତି ନିୟମ କୁ ଜଳାଞ୍ଜଳି ଦେଇ ମନମୁଖୀ…

ସମ୍ବଲପୁରରେ ନବୀନଙ୍କ ପ୍ରଚାର: କେନ୍ଦ୍ରକୁ କଡା ସମାଲୋଚନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ୍‌ଙ୍କ ପ୍ରଶ୍ନବାଣ 

ସମ୍ୱଲପୁର ; ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତିବଦ୍ଧ । ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବାବେଳେ ତୃଣମୂଳସ୍ତରରେ ମଧ୍ୟ ଏହା ପ୍ରତିଫଳିତ ହେଉଛି । ୫ଟି ଉପକ୍ରମରେ ଅଭୁତପୂର୍ବ ଋପାନ୍ତରଣ ଘଟି ଆଗାମୀ…

ଖଲ୍ଲିକୋଟ ହିଂସାକାଣ୍ଡର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ

ଭୁବନେଶ୍ୱର - ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ - ଏସଆଇଟି। ଏସଆଇଟି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏସଆଇଟି ୩୦ ଦିନ ମଧ୍ୟରେ…