ପାରଳାଖେମୁଣ୍ଡି: ପୂର୍ବ ବିଧାୟକ କେ.ସୁରୀୟା ରାଓ ବିଜେଡିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି

ପାରଳାଖେମୁଣ୍ଡି: ଗତ ପଞ୍ଚାୟତ ଓ ପୋୖର ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିବା ବିଜେଡି ଆଦିବାସୀ ବହୁଳ ଓ ରାଜ୍ୟର ଅନ୍ୟତମ ସୀମାବର୍ତ୍ତୀ ଜିଲ୍ଲା ଗଜପତିରେ ନିଜର ଶକ୍ତି ଲଗାତାର ବୃଦ୍ଧି କରି ଚାଲିଛି। ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ସହ ଆଦିବାସୀ,…