ଚଳନ୍ତା ଟ୍ରକକୁ ପଛକୁ ପିଟିଲା ବାଇକ୍, ତିନି ବାଇକ ଆରୋହୀ ମୃତ

ଯାଜପୁର - ଯାଜପୁର ଜିଲ୍ଲା କଳିଙ୍ଗନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଚଳନ୍ତା ଟ୍ରକ୍ ପଛରେ ଏକ ବାଇକ୍ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଆଜି ମଧ୍ୟାହ୍ନରେ ଏକ ବାଇକରେ ୩ ଜଣ ଯୁବକ ଦ୍ରୁତ…

ଶ୍ରୀମନ୍ଦିରରେ ପ୍ରବେଶ ବେଳେ ଧରାପଡିଲେ ପୋଲାଣ୍ଡର ମହିଳା ପର୍ଯ୍ୟଟକ

ପୁରୀ - ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଛନ୍ତି ଜଣେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତମାନେ ମହିଳାଙ୍କୁ ବିଦେଶିନୀ ବୋଲି ଚିହ୍ନଟ କରିଥିଲେ। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶି ପାହାଚ ନିକଟରୁ ବିଦେଶିନୀଙ୍କୁ…