ପ୍ରବାସୀଙ୍କ ଉପରେ ନଜର ରଖିବାକୁ ୧୮ଟି ମେରାଇନ୍ ପୋଲିସ ଥାନାକୁ ନିର୍ଦ୍ଦେଶ, କଡାକଡି ହେଲା କୋଷ୍ଟାଲ୍ ପାଟ୍ରୋଲିଂ

ଭୁବନେଶ୍ୱର- କୋରୋନା ସଂକ୍ରମଣ ଏଡାଇବା ପାଇଁ ପ୍ରବାସୀଙ୍କ ଉପରେ ନଜର ରଖିବାକୁ ୧୮ଟି ମେରାଇନ୍ ପୋଲିସ ଷ୍ଟେସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳପଥରେ ପ୍ରବାସୀଙ୍କ ଆଗମନରେ ନଜର ରଖିଛି କୋଷ୍ଟଗାର୍ଡ । କୋଷ୍ଟାଲ୍ ପାଟ୍ରୋଲିଂ କଡାକଡି ହେବା ସହ ବୋଟଗୁଡିକୁ ଚେକିଂ କରାଯାଉଛି…

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ : ୧୧ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ରାଜ୍ୟରେ ୧୧ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ ରହିଛି । ୨୭ ଶହ ରୋଗୀ ବେଡ୍‌ରେ ଅଛନ୍ତି । ଆବଶ୍ୟକତା ଅନୁସାରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ…

ରାଜ୍ୟରେ ଟ୍ରିପଲ ମ୍ୟୁଟାଂଟ ଭାଇରସ ଚିହ୍ନଟ ହୋଇନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଏବେ ସୁଦ୍ଧା ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହୋଇନାହିଁ । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସପ୍ତାହାନ୍ତ ସଟଡାଉନରେ ଟିକାକରଣ ବନ୍ଦ ରହିବ । ଦ୍ୱିତୀୟ ଡୋଜ୍ ଟିକା ନେଲେ ମୃତ୍ୟୁହାର କମ୍ ରହିବ । ସଂକ୍ରମଣ ବ୍ୟାପିବ ନାହିଁ…

କରୋନାରେ ଚାଲିଗଲେ ସଂଗୀତକାର ନଦୀମ-ଶ୍ରବଣ ଯୋଡ଼ିର ଶ୍ରବଣ, ସଂଗୀତ ଜଗତରେ ଶୋକର ଛାୟା

ମୁମ୍ବାଇ – ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ନଦୀମ-ଶ୍ରବଣ ଯୋଡିର ଶ୍ରବଣ ରାଠୋର୍ ଆଉ ନାହାନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଶ୍ରବଣ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର…

ଭାରତରୁ ଆସୁଥିବା ସବୁ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ଯାଏଁ କଟକଣା ଲଗାଇଲା କାନାଡ଼ା

ଅଟାଓ୍ବା: କୋଭିଡ-୧୯କୁ ଦୃଷ୍ଟିରେ ରଖି କାନାଡା ଭାରତ ଏବଂ ପାକିସ୍ଥାନରୁ ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଛି। ଏହା ଘୋଷଣା କରି ପରିବହନ ମନ୍ତ୍ରୀ ଓମାର ଅଲଗାବ୍ରା କହିଛନ୍ତି ଯେ ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରେ କୋଭିଡ -୧୯ର ଅଧିକ ମାମଲା ଦେଖିବାକୁ…