ବିଜେଡି @୨୪ : ଗାନ୍ଧିଜୀଙ୍କ ସ୍ୱପ୍ନ, ସମ୍ବିଧାନ ସଭାର ପ୍ରସ୍ତାବ ଓ ନବୀନଙ୍କ ପଦକ୍ଷେପ

ଭାରତ ସ୍ୱାଧୀନତା ପାଇବାର ତିନି ମାସ ପରେ, ୧୯ ନଭେମ୍ବର୧୯୪୭ ଦିନ, ମହାତ୍ମା ଗାନ୍ଧୀ ଏକ ପତ୍ରରେ ସ୍ୱାଧୀନ ଭାରତର ଗଣତନ୍ତ୍ରରେ ରାଜନୈତିକ ଦଳ ଏବଂ ବିଶେଷ ଭାବେ କଂଗ୍ରେସ ଦଳ କିପରି ତିଷ୍ଠି ରହିପାରିବ ତାହା ବିଷୟରେ ଲେଖିଥିଲେ | ସେଥିରେ ସେ ଉଲ୍ଲେଖ କରିଥିଲେ ଯେ କେବଳ କ୍ଷମତା କୈନ୍ଦ୍ରିକ…