ବୁର୍ଲା ଭିମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ, ପୋଡିଗଲା ଫ୍ରିଜର

ବୁର୍ଲା – ଏକ ବଡ ଧରଣର ଅଘଟଣରୁ ବର୍ତିଛି ବୁର୍ଲା ଭିମସାର । ଏହାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ଏଥରେ ରକ୍ତ ଭଣ୍ଡାର ଫ୍ରିଜର ପୋଡିଯାଇଛି । ସଟସସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।

ରକ୍ତଭଣ୍ଡାରରେ ଥିବା ୮ଟି ଫ୍ରିଜର ମଧ୍ୟରୁ ୫ଟି ପୋଡିଯାଇଛି । ରକ୍ତଭଣ୍ଡାର ଆଗରେ ଥିବା ଏକ ଗଛ ଉପୁଡିଯାଇ ବିଦ୍ୟୁତ ତାର ଉପରେ ପଡିଯାଇଥିଲା । ଫଳରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।

Comments are closed.