ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ କାର୍ଯ୍ୟାଳୟରେ ସହ ୯ଟି ସ୍ଥାନରେ ଚଢାଉ କରାଯାଉଛି।

ସୂଚନା ଅନୁଯାୟୀ, ବେଆଇନ ଅର୍ଥ କାରବାର ନେଇ ସିବିଆଇ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି। କାର୍ତ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ସିବିଆଇ ମଙ୍ଗଳବାର ଚେନ୍ନାଇର ୯ ଟି ସ୍ଥାନରେ ଚଢାଉ କରିଛି।

Comments are closed.