ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼ -ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସୁନ୍ଦରଗଡ଼ରେ ଅଧିକାରୀମାନଙ୍କ ସହ
ମେଡିକାଲ କଲେଜ, ଇବ୍‌ ନଦୀରେ ବ୍ୟାରେଜ ନିର୍ମାଣ, ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟର ଓ ଅନ୍ୟାନ୍ୟ ପ୍ରକଳ୍ପର ସେ ସମୀକ୍ଷା କରିଛନ୍ତି । ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ହକି ଷ୍ଟାଡିୟମ ଓ ରାଉରକେଲା ସ୍ମାର୍ଟ ସିଟିର ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ ।

Comments are closed.