Odiaସରକାରୀ ଗାଡିରୁ ୫ ଲକ୍ଷ ଟଙ୍କା ସହ ଗୋଲାମୁଣ୍ଡା ବିଡିଓଙ୍କୁ ଧରିଲା ଭିଜିଲାନ୍ସ
ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ। ୫ ଲକ୍ଷ ଟଙ୍କା ସହ ଧରାପଡିଲେ ବିଡିଓ ଅକ୍ଷମିତା କାର୍ତ୍ତିକ। ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଫେରିଲାବେଳେ ଜାରିଂ ଛକରେ ଧରାପଡ଼ିଲେ ବିଡିଓ ଅକ୍ଷମିତା । ଭବାନୀପାଟଣା ଭିଜିଲାନ୍ସ ଅଫିସରେ ବିଡିଓଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅକ୍ଷମିତା କାର୍ତ୍ତିକ ସରକାରୀ ଗାଡିରେ ୫ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଜୁନାଗଡ଼ ଥାନା [...]
Odiaଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ପାଳିତ
ବ୍ରହ୍ମପୁର: ଅଗଷ୍ଟ ପହିଲା ଅବସରରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ କ୍ୟାମ୍ପସରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଥିଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ। ସମ୍ମାନିତ ଅତିଥି ଭାବରେ ଫକୀରମୋହନ ବିଶ୍ଵବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଓ ବ୍ରହ୍ମପୁର ବିଧାୟକ କେ.ଅନିଲ ମଞ୍ଚାସୀନ ଥିଲେ। କୁଳପତି [...]
Odiaପ୍ୟାରିସ ଅଲିମ୍ପିକ୍ସ: ପୁଣି ସୁଟିଂରେ ଭାରତକୁ ପଦକ, ସ୍ବପ୍ନିଳ କୁସାଲେ ଜିତିଲେ ବ୍ରୋଞ୍ଜ
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ବର୍ଗର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସୁଟର ସ୍ବପ୍ନିଳ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଦାର୍ପଣ ଅଲିମ୍ପିକ୍ସରେ ସ୍ବପ୍ନିଳ ଚମତ୍କାର ପ୍ରଦର୍ଶନ ସହ ମୋଟ ୪୫୧.୪ ପଏଣ୍ଟ ସହ ପଦକ ନିଶ୍ଚିତ କରିଥିଲେ | ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିବାରେ ସ୍ବପ୍ନିଳ ହେଉଛନ୍ତି ପ୍ରଥମ ଭାରତୀୟ । ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ [...]
Odiaପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ
ମୁମ୍ବାଇ: ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ଅଂଶୁମାନ ଗାଏକ୍ବାଡଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଲଣ୍ଡନର କିଙ୍ଗ୍ସ କଲେଜ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଗତ ମାସରେ ଗାଏକ୍ବାଡ ଘରକୁ ଫେରିଥିଲେ । ବିସିସିଆଇ ଗାଏକ୍ବାଡଙ୍କ ଚିକିତ୍ସା ପାଇଁ ୧ କୋଟି ଟଙ୍କା ସହାୟତା କରିଥିଲା। ଏହାଛଡ଼ା [...]
Odiaକାମିକା ଏକାଦଶୀ, ଏହି ଏକାଦଶୀର ନାମ ସ୍ମରଣ ମାତ୍ରକେ ବାଜପେୟ ଯଜ୍ଞର ଫଳ ମିଳିଥାଏ
ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ସମସ୍ତ ଏକାଦଶୀ ଠାରୁ ସ୍ୱତନ୍ତ୍ର। ଏହାର ନାମ କାମିକା ଏକାଦଶୀ। ଏହି ଏକାଦଶୀର ନାମ ସ୍ମରଣ ମାତ୍ରକେ ବାଜପେୟ ଯଜ୍ଞର ଫଳ ମିଳିଥାଏ। ଦେବର୍ଷି ନାରଦଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱୟଂ ପ୍ରଜାପିତା ବ୍ରହ୍ମା ଏହା କହିଥିଲେ। ଏହିଦିନ ଶ୍ରୀଧର, ହରି, ବିଷ୍ଣୁ, ମାଧବ ଓ ମଧୁସୂଦନ ଆଦି ନାମରେ ଶଙ୍ଖଚକ୍ରଧାରୀ ଶ୍ରୀବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ପୂଜାର ଯେଉଁ ଫଳ ମିଳେ, ତାହା ଗଙ୍ଗା, କାଶୀ, ନୈମିଷ୍ୟାରଣ୍ୟ ବା [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥ ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର [...]
Odiaଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ ଅପଯଶ ପ୍ରଦାନ କରିଥାଏ।
Odiaଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳପ୍ରବାହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାଫଳରେ ହୀରାକୁଦ ସମେତ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିତି ଓ ଏଥି ପାଇଁ ଜଳସଂପଦ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅପରାହ୍ଣରେ ଲୋକସେବା ଭବନରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ତଥା [...]
Odiaଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ତାଙ୍କର ୧୦ଟି ଠିକଣାରେ ଚଢାଉ କରିଥିଲା । ନିଜ ନାଁରେ ଓ ନିଜ ପତ୍ନୀ,ଭାଇ ଓ ପରିବାର ଲୋକଙ୍କ ନାଁରେ ବିପୁଳ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର । ସୋମବାର ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରିବା ପରେ ୨କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି [...]
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ପଦକ, ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ମନୁ-ସରବଜୋତ ଜିତିଲେ ବ୍ରୋଞ୍ଜ

Odiaପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ପଦକ, ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ମନୁ-ସରବଜୋତ ଜିତିଲେ ବ୍ରୋଞ୍ଜ
ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଜିତିଛି ଦ୍ୱିତୀୟ ପଦକ। ମଙ୍ଗଳବାର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସୁଟର ମନୁ ଭାକର ଏବଂ ସରବଜୋତ ସିଂ ବ୍ରୋଞ୍ଜ ଜିତିଛନ୍ତି | ଏହି ଭାରତୀୟ ଯୋଡ଼ି କୋରିଆ ଦଳକୁ ୧୬-୧୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ମନୁ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି। ହରିୟାଣାର ଏହି ୨୨ ବର୍ଷୀୟା ସୁଟର ଦୁଇ ଦିନ [...]
