Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନଙ୍କୁ ନିଜର ଶ୍ରଦ୍ଧା ସମ୍ବନ୍ଧରେ କହିଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ, ଯାହା ବାସ୍ତବ ଜ୍ଞାନ ଦ୍ୱାରା ଜାତ ହୋଇଥାଏ । କିନ୍ତୁ ସଂସାରରେ ସର୍ବତ୍ର ଆମେ ସ୍ୱର୍ଗର ଦେବତା ମାନଙ୍କର ଅସଂଖ୍ୟ ଭକ୍ତ ଦେଖିବାକୁ ପାଇବା, ଯେଉଁମାନେ ଅବିଚଳ ଶ୍ରଦ୍ଧାର ସହିତ ସେମାନଙ୍କର ଭକ୍ତି କରନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇପାରେ ଯେ ଏପରି ନିମ୍ନ [...]
Odiaପ୍ୟାରିସ୍ ଅଲିମ୍ପିକ୍ସ: ପିସ୍ତଲ କୁଇନ୍ ମନୁ ଭାକର ଦେଲେ ଭାରତକୁ ପ୍ରଥମ ପଦକ
ପ୍ୟାରିସ : ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ସୁଟର ମନୁ ଭାକର ଦେଇଛନ୍ତି ଭାରତକୁ ପ୍ରଥମ ପଦକ । ମନୁ ରବିବାର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ଖାତା ଖୋଲିଛନ୍ତି। ମନୁ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅଲିମ୍ପିକ୍ ପଦକ ଜିତି ଇତିହାସ ରଚିଛନ୍ତି। ସେ ଫାଇନାଲରେ ୨୨୧.୭ ପଏଣ୍ଟ ସହ ବ୍ରୋଞ୍ଜ ଜିତିଛନ୍ତି । ଏହି ଇଭେଣ୍ଟରେ ୨୪୩.୨ ପଏଣ୍ଟ ସ୍କୋର କରି କୋରିଆର ଓହ [...]
Odiaହୀରାକୁଦ ଛାଡିଲା ପ୍ରଥମ ବନ୍ଯାଜଳ, ୩ ପର୍ଯ୍ୟାୟରେ ଖୋଲିଲା ୨୦ ଗେଟ
ସମ୍ବଲପୁର: ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ନିଷ୍କାସନ କରାଯାଇଛି। ସକାଳ ଠିକ୍ ୯ଟା ପରେ ବାମ ପଟର ସପ୍ତମ ସ୍ପିଲୱେକୁ ପ୍ରଥମେ ଖୋଲାଯାଇଥିଲା। ପରେ ୩ଟି ପର୍ଯ୍ୟାୟରେ ମୋଟ ୨୦ ଟି ଗେଟ ଖୋଲାଯାଇ ମହାନଦୀକୁ ୩ ଲକ୍ଷ ୭୯ ହଜାର ୬୩୫ କ୍ୟୁସେକ ଜଳ ଛଡାଯାଉଛି। ଉପରମୁଣ୍ଡରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବା ଫଳରେ ହୀରାକୁଦର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ମାତ୍ର ୬ ଦିନରେ ୧୬ ଫୁଟରୁ ଉର୍ଦ୍ଧ୍ବ [...]
Odiaଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ
॥ ବାଲ କାଣ୍ଡ ॥ ତେହି ଆଶ୍ରମହିଂ ମଦନ ଜବ ଗୟଊ । ନିଜ ମାୟାଁ ବସଂତ ନିରମୟଊ ॥ କୁସୁମିତ ବିବିଧ ବିଟପ ବହୁରଂଗା । କୁଜହିଂ କୋକିଳ ଗୁଜହିଂ ଭୃଂଗା ॥ ଭାବାର୍ଥ:- ଯେତେବେଳେ କାମଦେବ ଯାଇ ନାରଦ ମୁନୀ ତପସ୍ୟା କରୁଥିବା ଆଶ୍ରମ ଭିତରକୁ ଗଲେ, ଆଉ ନିଜ ମାୟାରେ ବସନ୍ତ ଋତୁ ସୃଷ୍ଟି କଲେ । ଭିନ୍ନ ଭିନ୍ନ ବୃକ୍ଷ ଗୁଡିକରେ ରଙ୍ଗ ବିରଙ୍ଗର ଫୁଲ ଫୁଟିଲା, ଡାଳରୁ କୋଇଲି ଶୁଆ [...]
Odiaଗୀତା ଉପଦେଶ: ଅବିନାଶି ଆତ୍ମାକୁ କେହି ନଷ୍ଟ କରି ପାରିବେ ନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ପ୍ରକୃତ ସ୍ୱରୂପ ବିଷୟ ରେ କହୁଛନ୍ତି- ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ । ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍କର୍ତୁମର୍ହତି। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଶରୀରରେ ବ୍ୟାପ୍ତ ରହିଛନ୍ତି। ଆତ୍ମା ର ଚୈତନ୍ୟ ଅଛି। ଶରୀର ଜଡ ପଦାର୍ଥ ଦ୍ଵାରା ଗଠିତ ତେଣୁ ତାହାର ଚେତନା ନାହିଁ। ଆତ୍ମା ଅବିନାଶି ଅଟେ। ସେହି ଅକ୍ଷୟ ଆତ୍ମା କୁ କେହି ନଷ୍ଟ କରି ପାରିବେ ନାହିଁ।
Odiaବିଜୟରୁ ଗମ୍ଭୀର ଯୁଗ ଆରମ୍ଭ, ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ
ପାଲେକେଲ: ଟିମ୍ ଇଣ୍ଡିଆ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ବିଜୟରୁ ଆରମ୍ଭ ହୋଇଛି । ବିଶ୍ୱ ଚାମ୍ପିଅନ୍ ଭାରତ ଶନିବାର ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚକୁ ୪୩ ରନରେ ଜିତିନେଇଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ମ୍ୟାଚ୍ ରବିବାର (ଜୁଲାଇ ୨୮) ରେ ଖେଳାଯିବ | ପାଲେକେଲରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି [...]
Odiaପ୍ୟାରିସ ଅଲିମ୍ପିକ୍ସ: ପ୍ରଶଂସକଙ୍କୁ ନିରାଶ କଲା ଭାରତୀୟ ଖେଳାଳିଙ୍କ ୟୁନିଫର୍ମ
ନୂଆଦିଲ୍ଲୀ: ନିଆରା ଉଦ୍ଘାଟନୀ ଉତ୍ସବ ସହ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଶୁକ୍ରବାର ଆରମ୍ଭ ହୋଇଛି । ତେବେ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଖେଳାଳି ପିନ୍ଧିଥିବା ପରିଧାନ ପ୍ରଶଂସକମାନଙ୍କୁ ନିରାଶ କରିଛି । ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଡିଜାଇନ୍କୁ ସେମାନେ ସମାଲୋଚନା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ମହିଳା ଆଥଲେଟ୍ମାନେ ସବୁଜ ଓ କମଳା ରଙ୍ଗ ଧଡ଼ି ଥିବା ଶାଢ଼ୀ ପିନ୍ଧିଥିବା ବେଳେ ପୁରୁଷ ଖେଳାଳିମାନେ ତ୍ରିରଙ୍ଗା ରଙ୍ଗ ଥିବା କୁର୍ତ୍ତା ପରିଧାନ କରିଥିଲେ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ଫିରିହି ଦସା ବିଧି ବହୁରି କି ମୋରୀ । ଦେଖିହଉଁ ନୟନ ମନୋହର ଜେରୀ ।ସୁଦିନ ସୁଧରୀ ତାତ କବ ହୋଇହି । ଜନନୀ ଜିଅତ ବଦନ ବିଧୁ ଜୋଇହି ॥ ଭାବାର୍ଥ :- ମାତା କୌଶଲ୍ୟା କହିଲେ, ହେ ବିଧାତା ! ମୋର ଏହି ଦଶା କ’ଣ ବଦଳିବ ? ସତରେ କ’ଣ ମୋର ଆଖିରେ ଆଉ ଥରେ ମୋ ପୁଅ ବୋହୁଙ୍କ ଏହି ମନୋହର ଯୋଡି କୁ ଦେଖିପାରିବି ? ହେ [...]
Odiaଗୀତା ଉପଦେଶ: ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ
ଶ୍ରୀମଦ୍ ଭଗବଦ୍ ଗୀତାରେ ଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅସଫଳ ଯୋଗୀଙ୍କର ଭାଗ୍ୟ ସମ୍ପର୍କରେ ପଚାରୁଛନ୍ତି – ଅର୍ଜୁନ ଉବାଚ : ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ।* ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି।* ଅର୍ଥାତ ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ [...]
