Odiaଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅର୍ଥମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର – ଖଲ୍ଲିକୋଟ ରାଣୀ ପୂର୍ବତନ ବରିଷ୍ଠ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏକ ଶୋକ ବାର୍ତ୍ତା ରେ ସେ କହିଛନ୍ତି ଯେ “ଖଲ୍ଲିକୋଟ ରାଣୀ ପୂର୍ବତନ ବରିଷ୍ଠ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ସେ ଗଭୀର ମର୍ମାହତ l ତାଙ୍କ ଦୀର୍ଘ ଦିନର ରାଜନୈତିକ ଯାତ୍ରା ଥିଲା ଅବିସ୍ମରଣୀୟ l ୧୦ ଥର ବିଧାୟିକା ଭାବେ ନିର୍ବାଚିତ [...]
Odiaବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ପାଇଁ ଆଜି ଓଡ଼ିଶା ସରକାର- ଜେଏସଡବ୍ଲୁ ଏମ ଓୟୁ
ଭୁବନେଶ୍ୱର – ଓଡ଼ିଶାର ସର୍ବପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ ଆଜି ଜେଏସଡବ୍ଲୁ ସହ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷର ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। କଟକ ଜିଲ୍ଲାର ନରାଜ ଓ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ପ୍ରତିଷ୍ଠା ହେବ ଜେଏସଡବ୍ଲୁର କାରଖାନା । ଏହି ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ୍। ଜେଏସଡବ୍ଲୁର ଏହି [...]
Odiaଆଜି ସଂଧ୍ୟାରେ ଚେନ୍ନାଇରୁ ଭୁବନେଶ୍ୱର ଆସିବ ଭି. ସୁଜ୍ଞାନ ଦେଓଙ୍କ ପାର୍ଥିବ ଶରୀର
ଚେନ୍ନାଇ – ଚେନ୍ନାଇରେ ଚିକିତ୍ସାଧିକାରୀ ଅବସ୍ଥାରେ ଆଖି ବୁଝିଥିବା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ । ଚେନ୍ନାଇରୁ ବିମାନ ଯୋଗେ ଖଲ୍ଲିକୋଟ ରାଣୀକ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ । ଭୁବନେଶ୍ୱରରୁ ମରଶରୀର ଖଲ୍ଲିକୋଟ ନିଆଯିବାର ବ୍ୟବସ୍ଥା ହେବ । ଏହାପରେ ଶେଷକୃତ୍ୟ ପାଇଁ ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ସୂଚନା ଦିଆଯାଇଛି।
Odiaପରଲୋକରେ ଲୋକପ୍ରିୟ ଜନନେତ୍ରୀ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓ
ଚେନ୍ନାଇ – ପରଲୋକରେ ଖଲ୍ଲିକୋଟ ରାଣୀ । ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟିକା। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ବର୍ଷ ଧରି ଗଞ୍ଜାମ ରାଜନୀତିରେ ଜଣେ ଟାଣୁଆ ରାଜନେତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିଥିଲେ ଭି. ସୁଜ୍ଞାନ ଦେଓ । [...]
Odiaସମସ୍ତଙ୍କ ସହଯୋଗରେ ବ୍ରହ୍ମପୁରର ବିକାଶ କରାଯିବ: ନୂଆ ବିଇଏମସି କମିଶନର୍
ବ୍ରହ୍ମପୁର: ସମସ୍ତଙ୍କ ସହଯୋଗରେ ବ୍ରହ୍ମପୁର ମହାନଗରକୁ ଅଧିକ ସରସ ସୁନ୍ଦର କରାଯିବ। ସହରର ସୌନ୍ଦର୍ଯ୍ୟକରଣ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସାରିବା ଦିଗରେ ସମସ୍ତଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ନୂଆ କମିଶନର୍ ଭାବେ ଦାୟିତ୍ଵ ଗ୍ରହଣ ଅବସରରେ ଏହି ମନ୍ତବ୍ୟ ପ୍ରକାଶ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର। ପୂର୍ବରୁ ବିଇଏମସି କମିଶନର୍ ଥିବା ଜେ.ସୋନାଲଙ୍କ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ପରେ [...]
Odiaଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ପଦ୍ମବେଶ
ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ପଦ୍ମବେଶ:- “ମନୋହର ସାଧୁ ପାଇଁ ପଦ୍ମ ବେଶ ତୋର | ଏକ ମାତ୍ର ବେଶ ନାଉ ପୂର୍ଣ୍ଣ ରାତ୍ରଭର || ” ଶ୍ରୀ ଜଗନ୍ନାଥ ସକଳ ରୂପ ଅରୂପ ର ଆଧାର।ତାଙ୍କର ବେଶ ମଧ୍ୟ ବହୁଳ ତଥା ବିଭିନ୍ନତା ରେ ପରିପୂର୍ଣ୍ଣ।ପ୍ରାୟତଃ ୩ଶହ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହେଉଥିବାର ଜଣାଯାଏ।ଏହି ବେଶ ଭକ୍ତିଭାବ ରେ ଆଧାରିତ। ପଦ୍ମ ହେଉଛି ସକଳ ଜ୍ଞାନ ,ଧ୍ୟାନ,ସାଧନା, କର୍ମ,ଭକ୍ତି,ଭାବ,ବୈରାଗ୍ୟ ଓ ପବିତ୍ରତା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବଂଧୁ ମନୋହର ସୋହହିଂ ସଂଗା । ଜାତ ନଚାବତ ଚପଲ ତୁଂଗା । ରାଜକୁଅଁର ବର ବାଜି ଦେଖାଵହିଁ । ବଂସ ପ୍ରସଂସକ ବିରିଦ ସୁନାବହିଂ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଙ୍କ ସାଥିରେ ଅଶ୍ବଚାଳକ ଭାଇ ମନୋହରଙ୍କ ଦ୍ବାରା ଚଞ୍ଚଳ ଘୋଡା ମାନଙ୍କୁ ନାଗଡା ତାଳରେ ନଚାଇ ନଚାଇ ଯାଉଥାନ୍ତି । ଶ୍ରେଷ୍ଠ ଘୋଡା ମାନଙ୍କୁ ବାଦ୍ୟ ତାଳରେ ନଚାଇ ରାଜକୁମାର ମାନେ ଦେଖାଉଥାଆନ୍ତି ଆଉ ମହାରାଜା ଦଶରଥଙ୍କ ସୂର୍ଯ୍ୟ [...]
Odiaଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦ୍ଵିତୀୟ ଅଧ୍ୟାୟରେ କହୁଛନ୍ତି : – ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି । ତଥା ଶରୀରାଣି ବିହାୟ ଜୀର୍ଣ୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରନ୍ତି। ସେହିପରି ଆତ୍ମା ମୃତ୍ୟୁ ସମୟରେ ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରେ।
Odiaଚେନ୍ନାଇ ଯାଇ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ଚେନ୍ନାଇ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇ ଅସୁସ୍ଥ ଥିବା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଜିଛନ୍ତି । ସେଠାରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଜ୍ଞାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ,ବିଜେଡି ସାଂଗଠନିକ [...]
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର
ଭୁବନେଶ୍ୱର – ଭିଜିଲାନ୍ସ କବଜାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର। ଲାଞ୍ଚ ନେବାବେଳେ ଡାକ୍ତର ସୌରଭ ସୁପ୍ରୀତଙ୍କୁ ଧରିଛି ଭିଜିଲାନ୍ସ । ଅସ୍ତ୍ରୋପଚାର ପାଇଁ ଆସିଥିବା ଦୁଇ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ। ଖବର ମିଳିଛି ଯେ, ବେଲପାହାଡ଼ର ଦୁଇ ଜଣ ରୋଗୀ ଗୁରୁଦେବ ଗରଡ଼ିଆ ଓ ଜୟରାମ ଭଇଁସା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ହେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। [...]
