Odiaଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ବିଧାୟକ ଦଳର ନେତା ଚମ୍ପାଇ ସୋରେନ ଶୁକ୍ରବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଚମ୍ପାଇ ସୋରେନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ସତ୍ୟନନ୍ଦ ଭୋକ୍ତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ ଭବନର [...]
Odiaହେମନ୍ତ ସୋରେନଙ୍କୁ ଝଟକା, ପିଟିସନରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଟିସନରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ସୋରେନ୍ ଇଡି ଦ୍ବାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ସୋରେନଙ୍କ ଓକିଲ କପିଲ ସିବଲ ଏବଂ ଅଭିଷେକ ସିଂଘଭିଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଇଡି ଦ୍ବାରା ତାଙ୍କ ଗିରଫଦାରୀ ବିରୋଧରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା [...]
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ରାଜ୍ୟବ୍ୟାପୀ ରାଜ୍ୟ ସଙ୍ଗୀତ ଗାନ ପାଇଁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅପିଲ୍

Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ରାଜ୍ୟବ୍ୟାପୀ ରାଜ୍ୟ ସଙ୍ଗୀତ ଗାନ ପାଇଁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅପିଲ୍
ଭୁବନେଶ୍ୱର – ଆସନ୍ତାକାଲି ଉଦଘାଟିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଜନତା ମଇଦାନରେ ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟା ବେଳେ ଉଦଘାଟନ କରିବେ। ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହେବ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ରାଜ୍ୟବ୍ୟାପୀ ଦିନ ୧୧ ଟାରେ ଏହି [...]
Odiaଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ, ନୋଟିସକୁ ବେଆଇନ କହିଲା ଆପ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ ନାହିଁ । ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ବୁଧବାର କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ପଞ୍ଚମ ଥର ପାଇଁ ସମନ ଜାରି କରାଯାଇଥିଲା । ତାଙ୍କୁ ଆଜି ହାଜର ହେବାକୁ କହିଥିଲା ଇଡି। ଗତ ଚାରି ମାସ ମଧ୍ୟରେ ଇଡି [...]
Odiaଆଜିଠୁ ଦ୍ୱିତୀୟ ଟେଷ୍ଟ, ଚାପରେ ଭାରତ
ବିଶାଖାପଟନମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏଠାରେ ଶୁକ୍ରବାର ଠାରୁ ଖେଳାଯିବ। ପ୍ରଥମ ମ୍ୟାଚରେ ନାଟକୀୟ ପରାଜୟ ପରେ ଭାରତ ପ୍ରବଳ ଚାପରେ ରହିଛି । ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ନିଜ ରଣନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଆଘାତ ସମସ୍ୟା ଯୋଗୁଁ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଅନୁପସ୍ଥିତି ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ତିନି ବର୍ଷ ପୂର୍ବେ ମଧ୍ୟ ଭାରତ ପାଇଁ ସମାନ ପରିସ୍ଥିତି ଦେଖାଦେଇଥିଲା । [...]
Odiaସରକାର ଗଠନ ପାଇଁ ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ଆମନ୍ତ୍ରଣ, ଆଜି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
ରାଞ୍ଚି: ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ବିଧାୟକ ଦଳର ନେତା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି । ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି। ହେମନ୍ତ ସୋରେନଙ୍କ ଇସ୍ତଫାର ପ୍ରାୟ ୨୪ ଘଣ୍ଟା ପରେ ଗୁରୁବାର ରାତିରେ ଚମ୍ପାଇ ସୋରେନଙ୍କୁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ଚମ୍ପାଇ ସୋରେନ ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହା ପୂର୍ବରୁ ଚମ୍ପାଇ ସୋରେନ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାସୁ ସସୁର ଗୁର ସେବା କରେହୁ । ପତି ରୁଖ ଲାଖି ଆୟସୁ ଅନୁସରେହୁ ॥ ଅତି ସନେହ ବସ ସଖୀଂ ସୟାନୀ । ନାରି ଧରମ ସିଖବହିଂ ମୃଦୁ ବାନୀ ॥ ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ [...]
Odiaଗୀତା ଉପଦେଶ:- ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା ହିଁ ପ୍ରକୃତ କର୍ମଯୋଗ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ ବିଷୟରେ କହୁଛନ୍ତି ହେ ଅର୍ଜ୍ଜୁନ :- ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ । ତନ୍ନିବଧ୍ନାତି କୌନ୍ତେୟ କର୍ମସଙ୍ଗେନ ଦେହିନମ୍ ।।୭।। ଅର୍ଥାତ୍ ଶ୍ରୀ କୃଷ୍ଣ କହୁଛନ୍ତି ଯେ ରଜୋଗୁଣ ବାସନା ଇନ୍ଦ୍ରିୟ ସୁଖର ଲାଳସା ଉତ୍ପନ୍ନ କରିଥାଏ । ଏହା ମାନସିକ ଓ ଶାରୀରିକ ସୁଖକାମନା ପ୍ରଜ୍ୱଳିତ କରେ ଏବଂ ସଂସାରର ବସ୍ତୁମାନଙ୍କ ପ୍ରତି ମଧ୍ୟ ଆସକ୍ତି ବୃଦ୍ଧି କରେ । ଏହାକୁ ଛିନ୍ନ କରିବାର ଉପାୟ ହେଉଛି କର୍ମଯୋଗରେ ନିଯୁକ୍ତ [...]
Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଉତ୍କଣ୍ଠା, ପଠାଉଛନ୍ତି ଭିଡିଓ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର- ଆସନ୍ତାମାସ ୩ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀ ଓଡ଼ିଆମାନେ ଭିଡିଓ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷାର ଗୁରୁତ୍ୱ ଓ ଲୋକପ୍ରିୟତା ଆହୁରି ବଢିବ ବୋଲି ସେମାନେ କହିଛନ୍ତି । ସମ୍ମିଳନୀର ସଫଳତା କାମନା କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । [...]
Odiaରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ
ଭୁବନେଶ୍ୱର – ସ୍ଥାନୀୟ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଓ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ , କୁଳସଚିବ ଶ୍ୟାମଳୀ ମହାପାତ୍ର , ରେଭେନ୍ସା ବିଶ୍ଵବିଦ୍ୟାଳୟ , ଉତ୍କଳ ବିଶ୍ଵବିଦ୍ୟାଳୟ , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ , ମଧୁସୂଦନ ଆଇନ [...]
