ଲଘୁଚାପ ପ୍ରଭାବ : ୯ ଜିଲ୍ଲାରେ ଭୀଷଣ ବର୍ଷା ପୂର୍ବାନୁମାନ, ରେଡ୍ ୱାର୍ନିଂ ଜାରି , ଭଦ୍ରକ ଆଖୁଆପଦାରେ ବଢୁଛି ବୈତରଣୀ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ଟି ଜିଲ୍ଲା ପାଇଁ ଜାରି କରାଯାଇଛି ରେଡ୍ ୱାର୍ନିଂ । ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ ଓ ସୋନପୁର ଜିଲ୍ଲା ।

ଏସବୁ ଜିଲ୍ଲାଗୁଡିକରେ ଭୀଷଣ ବର୍ଷା ହୋଇପାରେ । ୭ଟି ଜିଲ୍ଲା ପାଇଁ ଅଂରେଜ ୱାର୍ନିଂ ଜାରି କରାଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି ।

Comments are closed.