କଂଗ୍ରେସ ନେତାଙ୍କ ଚେତାବନୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ କର୍ଣ୍ଣାଟକରେ ଘଟିପାରେ ଗୋଧ୍ରା ଭଳି ଘଟଣା

ओडिया समाचारକଂଗ୍ରେସ ନେତାଙ୍କ ଚେତାବନୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ କର୍ଣ୍ଣାଟକରେ ଘଟିପାରେ ଗୋଧ୍ରା ଭଳି ଘଟଣା
ବେଙ୍ଗାଲୁରୁ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କର୍ଣ୍ଣାଟକରେ ‘ଗୋଧ୍ରା ଭଳି ଘଟଣା’ ଘଟିପାରେ । କଂଗ୍ରେସର ବରିଷ୍ଠ ନେତା ବିକେ ହରିପ୍ରସାଦ ବୁଧବାର ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ବିଧାନ ପରିଷଦ ସଦସ୍ୟ (ଏମ୍.ଏଲ୍.ସି) ହରିପ୍ରସାଦ ଏଠାରେ ଗଣମାଧ୍ୟମକୁ କହିଛନ୍ତି, କର୍ଣ୍ଣାଟକ ସରକାରଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ଗୁଜରାଟରେ ମଧ୍ୟ ଏପରି ହିଁ ପରିସ୍ଥିତିରେ ଗୋଧ୍ରାରେ କର ସେବକମାନଙ୍କୁ ଜାଳି ହତ୍ୟା କରାଯାଇଥିଲା । ୨୦୦୨ [...]
ओडिया समाचारବ୍ରହ୍ମପୁର ଆଇଟିଆଇ କୋଣାର୍କ ଚକ୍ରକୁ ଅନ୍ତର୍ଜାତୀୟ ପୁରସ୍କାର
ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇକୁ ମିଳିଛି ଉତ୍କର୍ଷତାର ଆଉ ଏକ ପ୍ରମାଣପତ୍ର। ଏଠିକାର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ କୋଣାର୍କ ଚକ୍ର କଳାକୃତିକୁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓ୍ବେଲଡିଂ ଦ୍ବାରା ନିକଟରେ ଆୟୋଜିତ ‘ଥ୍ରାସ୍ ଟୁ ଟ୍ରେଜର୍’ ଇଭେଣ୍ଟରେ ରନର୍ସ ଅପ୍ ପୁରସ୍କାର ପାଇଛି ବର୍ଜ୍ୟବସ୍ତୁରେ ନିର୍ମିତ ଅଥଚ ସୁନ୍ଦର ଭାବେ ସୁସଜ୍ଜିତ ଏହି କୋଣାର୍କ ଚକ୍ର। ଆଗାମୀ ଦିନରେ ଗ୍ରୀସରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଏହି କଳାକୃତି ପ୍ରଦର୍ଶିତ [...]
ओडिया समाचारକୁସ୍ତି ବିବାଦରେ ନୂଆ ମୋଡ଼: ବିନେଶ, ସାକ୍ଷୀ ଓ ବଜରଙ୍ଗ ପୁନିଆଙ୍କ ବିରୋଧରେ ଯୁବ ଖେଳାଳିଙ୍କ ବିକ୍ଷୋଭ
ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଥିବା କୁସ୍ତି ବିବାଦ ଏବେ ନୂଆ ମୋଡ଼ ନେଇଛି। ଜାତୀୟ କୁସ୍ତି ସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ଵ ନେଇଥିବା ତିନି ଷ୍ଟାର କୁସ୍ତି ଖେଳାଳି ବିନେଶ ଫୋଗାଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏହି ତିନି ଷ୍ଟାର ରେସଲରଙ୍କ ବିରୋଧରେ ଯୁବ କୁସ୍ତି ଖେଳାଳିମାନେ ବୁଧବାର ଜନ୍ତର ମନ୍ତରଠାରେ ବିକ୍ଷୋଭ [...]
ओडिया समाचारଦ୍ୱିତୀୟ ଟେଷ୍ଟ: ସିରାଜଙ୍କୁ ୬ ଓ୍ବିକେଟ୍, ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲ୍ଆଉଟ୍
କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୫୫ ରନରେ ଅଲ୍ଆଉଟ୍ କରିଦେଇଛି। ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହି ସର୍ବନିମ୍ନ ଟେଷ୍ଟ ସ୍କୋର୍। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ପାଇଁ ଏହି ନିଷ୍ପତ୍ତି ବୁମେରାଂ ହୋଇଥିଲା । ସୁଇଂ ଓ ପେସ୍ [...]
ओडिया समाचारଭୁବନେଶ୍ୱର ଓ କଟକରେ ଲୁଟପାଟ କରୁଥିବା ତିନ୍ ପାହାଡ ଗ୍ୟାଙ୍ଗର ୮ ସଦସ୍ୟ ଗିରଫ
ଭୁବନେଶ୍ୱର – କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । କୁଖ୍ୟାତ ତିନ୍ ପାହାଡ ଗ୍ୟାଙ୍ଗର ୮ ଜଣ ଡକାୟତ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ଗିରଫ ଡକାୟତମାନେ ସମସ୍ତେ ଝାଡଖଣ୍ଡ ଅଞ୍ଚଳର। ଏମାନେ ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୁଟପାଟ କରିଆସୁଥିଲେ। ଭିନ୍ନ ଭିନ୍ନ କୌଶଳରେ ଟଙ୍କା, ମୋବାଇଲ ଆଦି ଲୁଟ୍ କରୁଥିଲେ। [...]
ओडिया समाचारସଂସଦରୁ ମହୁଆ ମୈତ୍ରଙ୍କ ବହିଷ୍କାର ମାମଲାରେ ଲୋକସଭା ମହାସଚିବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ସଂସଦରୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ବହିଷ୍କାର ନେଇ ସୁପ୍ରିମକୋର୍ଟ ବୁଧବାର ଲୋକସଭା ସଚିବଙ୍କଠାରୁ ଜବାବ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। ତେବେ ଲୋକସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ତାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି । ଲୋକସଭା ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇ କୋର୍ଟଙ୍କୁ ଏହି ମାମଲାରେ ଆନୁଷ୍ଠାନିକ ଆଦେଶ [...]
ओडिया समाचारଓଡ଼ିଶା ବିକାଶର ‘ନବୀନ ଗ୍ୟାରେଣ୍ଟି’: ସତ ହେଲା ବଲାଙ୍ଗୀରବାସୀଙ୍କ ସୁକତେଲ ସ୍ୱପ୍ନ
ଭୁବନେଶ୍ୱର – “ନୂଆବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ?”…… ଲୋକଙ୍କ ଉଚ୍ଛ୍ୱସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇ ମାନଙ୍କର ଜଳ କଷ୍ଟ ଦୂର ହେଲା । ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି [...]
ओडिया समाचारବେଆଇନ ଖଣି ଖନନ ମାମଲାରେ ଇଡିର ଆକ୍ସନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଠିକଣାରେ ଚଢ଼ାଉ
ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଓ ରାଜସ୍ଥାନର ୧୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତାଙ୍କ ସହ ଜିଲ୍ଲାପାଳ ଏବଂ ଡିଏସପିଙ୍କ ଠିକଣାରେ ବି ରେଡ୍ ହୋଇଛି । ତଦନ୍ତକାରୀ ସଂସ୍ଥାର ଅଚାନକ ଚଢ଼ାଉ ପରେ ଝାଡ଼ଖଣ୍ଡ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି । ଇଡି ପକ୍ଷପାତିତା କରୁଛି ବୋଲି ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋରେନ୍ ଅଭିଯୋଗ କରିଥିଲେ। ଇଡି ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ [...]
ओडिया समाचारଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲା ସହ ଜଡ଼ିତ ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବୁଧବାର ସୁପ୍ରିମକୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଏହା ଆଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କ କ୍ଷମତା ସୀମିତ। ଆଦାନୀ ସହ ଜଡ଼ିତ ୨୨ଟି ମାମଲା [...]
ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ମାସିକ ଷ୍ଟାଇପେଣ୍ଡ୍ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ओडिया समाचारନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ମାସିକ ଷ୍ଟାଇପେଣ୍ଡ୍ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ ଗ୍ରହଣ କରି ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଷ୍ପତ୍ତି ପରେ ଡି. ଫାର୍ମା ଛାତ୍ରଛାତ୍ରୀମାନେ ୨୫୦ ବଦଳରେ ୫୦୦ ଟଙ୍କା, ଏଏନଏମ ଛାତ୍ରଛାତ୍ରୀମାନେ ୧୦୦୦ ଟଙ୍କା ବଦଳରେ ୨୦୦୦, ବିଏସସି (ଏନ୍ ) ଇଣ୍ଟର୍ନମାନେ ୨ ହଜାର ୫ [...]
