ରାଜ୍ୟରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଯୋଜନାରେ ପୁତ୍ର [...]
ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ନ୍ୟାସନାଲ ଡିଫେନ୍ସ କଲେଜରେ ପ୍ରଶିକ୍ଷଣ ନେଉଥିବା ୧୭ ଜଣ ଅଧିକାରୀ
ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ ବ୍ରିଗେଡିୟର ତଥା ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି [...]
କଟକ ଶ୍ରରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍
ଭୁବନେଶ୍ଵର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ପ୍ରତିଷ୍ଠା ହେବ ଏକ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମିଳି ପାରିବ ତୁରନ୍ତ ଉନ୍ନତ ଚିକିତ୍ସା। ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଟ୍ରମା ସେଣ୍ଟର୍ ଟି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ ରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ [...]
ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସ୍ପଷ୍ଟୀକରଣ: ରେରା ପୂର୍ବରୁ ନିର୍ମିତ ଘରକୁ କିଣା ବିକା ଅନୁମତି
ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସ୍ପଷ୍ଟୀକରଣ: ରେରା ପୂର୍ବରୁ ନିର୍ମିତ ଘରକୁ କିଣା ବିକା ଅନୁମତି
ଭୁବନେଶ୍ୱର: ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ସ୍ପଷ୍ଠିକରଣ । ଏଣିକି ରେରା ପୂର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ [...]
ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି [...]
ମନ୍ତ୍ରୀଙ୍କ ବୟାନକୁ ନେଇ ବର୍ଷିଲେ ଅରୁଣ: “ମନ୍ତ୍ରୀ ଏମିତି ସତ ଓଗାଳିବା କଥା”
ଭୁବନେଶ୍ବର: କଟନି ଛଟଣି ପ୍ରସଙ୍ଗରେ ମୁଣ୍ଡ ନ ପୂରାଇବାକୁ ଯୋଗାଣ ମନ୍ତ୍ରୀଙ୍କୁ ଆଇଏଏସ ଅଫିସରଙ୍କ ତାଗିଦକୁ ନେଇ ତେଜିଲା ରାଜନୀତି। ଆଇଏଏସ ଅଫିସରଙ୍କ ଏଭଳି ବୟାନକୁ ନିଜେ ବଖାଣି ବିବାଦ ଘେରକୁ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ଶ୍ରୀ ପାତ୍ରଙ୍କୁ କଟାକ୍ଷ କରି ମନ୍ତ୍ରୀ ଏଭଳି ସତ କହିବା ଉଚିତ ବୋଲି ମତ ଦେଇଛନ୍ତି। ଓଡ଼ିଶାରେ ଖରିଫ ଧାନକିଣା ଆରମ୍ଭ ହେବା ଦିନରୁ ହିଁ କଟନି ଛଟନିକୁ ନେଇ [...]
Odisha, Chhattisgarh, Goa lead NITI Aayog’s Fiscal Health Index 2025
New Delhi: Odisha, Chhattisgarh, and Goa have taken the lead in NITI Aayog’s Fiscal Health Index (FHI) 2025. The FHI 2025, launched by the Chairman of the 16th Finance Commission, Dr. Arvind Panagariya in New Delhi, provides a comprehensive assessment of the fiscal health of 18 major States. The States have been assessed based on [...]
ଗଞ୍ଜାମରେ ଦୋହଲୁଛି ବିଜେପି : ବିଜେଡିରେ ମିଶିଲେ ବହୁ ଛାମୁଆ ନେତା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସାଧାରଣ ନିର୍ବାଚନର ମାତ୍ର ୭ ମାସ ନ ପୁରୁଣୁ ଶାସକ ବିଜେପିର ସ୍ଥିତି ଦୋହଲି ଗଲାଣି। ଆଜି ହିଞ୍ଜଳି ନିର୍ବାଚନ ମଣ୍ଡଳୀର ବିଜେପିର ବହୁ ଛାମୁଆ ନେତା ପଦ୍ମ ଛାଡି ଶଂଖ ଧରିଛନ୍ତି। ଆଜି ନବୀନ ନିବାସରେ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି ଆଜି ବିଜେପି ଛାଡି ବିଜେଡିରେ ମିଶିଛନ୍ତି। ବୁରୁପଡା [...]
ଗଞ୍ଜାମରେ ଭୁଶୁଡୁଛି ବିଜେପି ଗଡ: ବିଜେଡିରେ ମିଶିଲେ ବହୁ ଛାମୁଆ ନେତା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସାଧାରଣ ନିର୍ବାଚନର ମାତ୍ର ୭ ମାସ ନ ପୁରୁଣୁ ଶାସକ ବିଜେପିର ଦୁର୍ଗ ଦୋହଲି ଗଲାଣି। ଆଜି ହିଞ୍ଜଳି ନିର୍ବାଚନ ମଣ୍ଡଳୀର ବିଜେପିର ବହୁ ଛାମୁଆ ନେତା ପଦ୍ମ ଛାଡି ଶଂଖ ଧରିଛନ୍ତି। ଆଜି ନବୀନ ନିବାସରେ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି ଆଜି ବିଜେପି ଛାଡି ବିଜେଡିରେ ମିଶିଛନ୍ତି। ବୁରୁପଡା [...]
ଜାତି ଭିତ୍ତିକ ଜନଗଣନା ଦାବି କଲା ବିଜେଡି: ସଂସଦୀୟ କମିଟିରେ ପ୍ରତିନିଧି ଦଳର ଦୃଢ ଦାବି
ଭୁବନେଶ୍ବର: ଜାତିଭିତ୍ତିକ ଗଣନା ପାଇଁ କେନ୍ଦ୍ର ଆଗରେ ଦୃଢ ଦାବି ରଖିଛି ବିଜେଡି। ଦଳର ଏକ ପ୍ରତିନିଧିଦଳ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅନ ୱେଲ୍ଫେୟାର ଅଫ ଓବିସିର ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛି। ଓଡ଼ିଶାର ଏସ୍ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ଓବିସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ଦଳ ଯୁକ୍ତି ରଖିଛି। ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭୂବନେଶ୍ବର [...]
