ओडिया समाचारଗୁଗୁଲ୍ ମ୍ୟାପକୁ ଭରସା କରି କେନାଲରେ ପଶିଲା ପର୍ଯ୍ୟଟକଙ୍କ କାର୍
କୋଟାୟାମ (କେରଳ): ଗୁଗୁଲ୍ ମ୍ୟାପକୁ ବିଶ୍ବାସ କରି ପାଣିରେ ବୁଡ଼ିଗଲା କାର୍। କେରଳରେ ଘଟିଛି ଏଭଳି ଏକ ଘଟଣା। ହାଇଦ୍ରାବାଦରୁ ଆସିଥିବା ଏକ ପର୍ଯ୍ୟଟକ ଗୋଷ୍ଠୀ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିବା ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିଥିଲେ । ହେଲେ ଗୁଗୁଲ୍ ମ୍ୟାପ୍ ଦେଖାଇଥିବା ରାସ୍ତାରେ ଯାଇ ସେମାନଙ୍କ କାର୍ ଦକ୍ଷିଣ କେରଳ ଜିଲ୍ଲାର କୁରୁପନ୍ତରାଛ ନିକଟରେ ଏକ ଗଭୀର କେନାଲ୍ ଭିତରକୁ ପଶିଯାଇଥିଲା। ସୌଭାଗ୍ୟ ବଶତଃ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ [...]
ରାଜଧାନୀରେ ଜନତାଙ୍କ ସହ ଭୋଟ୍ ଦେଲେ ନେତା,ଅଧିକାରୀ ଓ ସେଲିବ୍ରିଟି
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜଧାନୀ ଭୁବନେଶ୍ବରରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବହୁ ଚର୍ଚ୍ଚିତ ଚେହେରା। ବିଭିନ୍ନ ବୁଥରେ ସାଧାରଣ ଭୋଟରଙ୍କ ସହ ହେଭିୱଟ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୀଘ୍ର ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିବା ଭୋଟରଙ୍କ ମଧ୍ୟରେ ଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ତାଙ୍କ ପରିବାର ସଦସ୍ୟ । ୟୁନିଟ -୬ [...]
ओडिया समाचारଆସନ୍ତାକାଲି ପ୍ରକାଶ ପାଇବ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର – ଆସନ୍ତାକାଲି ଗୋଟିଏ ଦିନରେ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଏକା ସଙ୍ଗେ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଦିନ ସାଢେ ୧୦ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବ । ପୂର୍ବାହ୍ନ ସାଢେ [...]
ओडिया समाचारସୁକିନ୍ଦାରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର, ବିରୋଧୀ ଦଳ ନେତାଙ୍କୁ ଶାଣିତ ଆକ୍ରମଣ
ଭୁବନେଶ୍ୱର – ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଜୁନ ପହିଲାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋର୍ ଧରିଛି । ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ସବୁରେ ବିଭିନ୍ନ ଦଳ ପକ୍ଷରୁ ସରଗରମ ପ୍ରଚାର ହେଉଛି । ଆଜି ଯାଜପୁରର ଜିଲ୍ଲା ସୁକିନ୍ଦାରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସୁକିନ୍ଦାରେ ନିର୍ବାଚନୀ ସଭାକୁ ସମ୍ବୋଧନ [...]
ଦିନ ୧୧ ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ଭୋଟିଂ

ओडिया समाचारଦିନ ୧୧ ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ଭୋଟିଂ
ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆଗେଇ ଚାଲିଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ୯୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଦିନ ୧୧ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ୨୧ ଦଶମିକ ୩୦ ପ୍ରତିଶତ ରହିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୨୦ ଦଶମିକ ୭୨ ପ୍ରତିଶତ, କଟକରେ ୨୦.୪୭, ଢେଙ୍କାନାଳରେ ୨୨.୪୧, କେନ୍ଦୁଝରରେ [...]
ओडिया समाचारପୁଣେ ହିଟ୍ ଆଣ୍ଡ୍ ରନ୍: ଘରୋଇ ଡ୍ରାଇଭରଙ୍କୁ ବନ୍ଧକ ରଖିବା ଅଭିଯୋଗରେ ନାବାଳକ ଅଭିଯୁକ୍ତର ଜେଜେ ଗିରଫ
ପୁଣେ (ମହାରାଷ୍ଟ୍ର): ପୁଣେ ପୋର୍ସ କାର୍ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷୀୟ ବାଳକର ଜେଜେବାପାଙ୍କୁ ଗିରଫ କରିଛି ପୋଲିସ। ନିଜ ଘରୋଇ ଡ୍ରାଇଭରକୁ ବନ୍ଧକ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନାନୁସାରେ ଏହି ମାମଲାରେ ନାବାଳକର ବାପା ବିଶାଲ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ପୁଣେ ପୋଲିସ ମହାନିର୍ଦ୍ଦେଶକ ଅମିତେଶ କୁମାର ଗତକାଲି କହିଥିଲେ ଯେ, ଦୁର୍ଘଟଣା ବେଳେ ନାବାଳକ କାର୍ ଚଳାଉ ନଥିଲା ବୋଲି ପ୍ରମାଣ କରିବାକୁ ଉଦ୍ୟମ [...]
ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ପୁଣି ଥରେ ରାଜ୍ୟରେ ଗଠନ କରିବେ ସରକାର

ओडिया समाचारମତାଧିକାର ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ପୁଣି ଥରେ ରାଜ୍ୟରେ ଗଠନ କରିବେ ସରକାର
ଭୁବନେଶ୍ବର – ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଆଜି ରାଜଧାନୀରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ରକୁ ଭୋଟ୍ ଦେବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ। ଜନତାଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ୧୧୪ ନମ୍ବର ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ନବୀନ । ଭୋଟ୍ ଦେବାପରେ ସେ କାଳି ଲଗା ଆଙ୍ଗୁଳି ଦେଖାଇଥିଲେ। ଏଥିସହିତ ସେ [...]
ओडिया समाचारସକାଳ ୯ଟା ସୁଦ୍ଧା ମତଦାନ ହାର ୭ ଦଶମିକ ୪୩ ପ୍ରତିଶତ , କେନ୍ଦୁଝରରେ ସର୍ବାଧିକ
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଭୋଟ୍ ଗ୍ରହଣ ଚାଲିଛି। ୬ ଲୋକସଭା ଆସନ – କଟକ, ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଏବଂ ୪୨ ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ମତଦାନ ହାର ୭ ଦଶମିକ ୪୩ ପ୍ରତିଶତ ଥିବା ସୂଚନା ମିଳିଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରରେ ୬ ଦଶମିକ ୬୫ ପ୍ରତିଶତ, [...]
ସାଧାରଣ ଲୋକଙ୍କ ଭଳି ଅଟୋରେ ଆସି ମତାଧିକାର ସାବ୍ୟସ୍ତ କଲେ କାର୍ତ୍ତିକ ପାଣ୍ଡିଆନ, ଗଣତନ୍ତ୍ରର ମହାପର୍ବରେ ସାମିଲ ପାଇଁ ଅପିଲ୍

ओडिया समाचारସାଧାରଣ ଲୋକଙ୍କ ଭଳି ଅଟୋରେ ଆସି ମତାଧିକାର ସାବ୍ୟସ୍ତ କଲେ କାର୍ତ୍ତିକ ପାଣ୍ଡିଆନ, ଗଣତନ୍ତ୍ରର ମହାପର୍ବରେ ସାମିଲ ପାଇଁ ଅପିଲ୍
ଭୁବନେଶ୍ୱର – ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳୁ ସକାଳୁ ହିଁ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ସାଧାରଣ ଭୋଟରଙ୍କ ସହ ରାଜନେତା, ଅଧିକାରୀ ଓ ସେଲିବ୍ରିଟି । ଆଜି ସକାଳୁ ସକାଳୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ ଆଜି ସକାଳୁ ସକାଳୁ ସାଧାରଣ ଭୋଟର [...]
ସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ

ओडिया समाचारସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ
ଚେନ୍ନାଇ: ହାଇନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ପରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଶୁକ୍ରବାର ଆଇପିଏଲର ଦ୍ୱିତୀୟ କ୍ବାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସନରାଇଜର୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ । ଧ୍ରୁବ ଜୁରେଲ (୩୫ ବଲରେ ୫୬ ନଟ୍ ଆଉଟ୍, ୭ [...]
