ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ଅଭିଯୁକ୍ତର ବାପା ଗିରଫ

ओडिया समाचारପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ଅଭିଯୁକ୍ତର ବାପା ଗିରଫ
ପୁଣେ: ବହୁ ଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପୋଲିସ ନାବାଳକ ଅଭିଯୁକ୍ତର ବାପା ବିଶାଲ ଅଗ୍ରୱାଲଙ୍କୁ ଛତ୍ରପତି ସମ୍ଭାଜିନଗର (ଔରଙ୍ଗାବାଦ)ରୁ ମଙ୍ଗଳବାର ଗିରଫ କରିଛି। ଏହାଛଡ଼ା ଅଭିଯୁକ୍ତ ଯେଉଁ ବାରରେ ମଦ ପିଇଥିଲା ତାହାର ମାଲିକ ଏବଂ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ପୁଣେ ସହରର ଜଣେ ଜଣାଶୁଣା ବିଲଡର। ମେ ୧୯ରେ ଅଭିଯୁକ୍ତ ନାବାଳକ ଜଣକ ବେପରୁଆ ଭାବରେ ଏକ ଲଗଜରୀ ପୋର୍ସ କାର୍ ଚଳାଇବା ସହ [...]
ଚାରି ବିଧାୟକଙ୍କୁ ବିଧାନସଭା ସଚିବାଳୟରୁ ନୋଟିସ

ओडिया समाचारଚାରି ବିଧାୟକଙ୍କୁ ବିଧାନସଭା ସଚିବାଳୟରୁ ନୋଟିସ
ଭୁବନେଶ୍ୱର – ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୪ ଜଣ ବିଧାୟକଙ୍କୁ ବାଚସ୍ପତି ନୋଟିସ ଦେଇଛନ୍ତି। ବିଧାୟିକା ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡା ଓ ସମୀର ରଞ୍ଜନ ଦାସଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନହେବ, ସେ ନେଇ ଆସନ୍ତା ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ ନୋଟିସ ଜାରି ହୋଇଛି। ସରକାରୀ ଦଳ ମୁଖ୍ୟ [...]
କରଞ୍ଜିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ओडिया समाचारକରଞ୍ଜିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ। ଦେଇଛନ୍ତି ବିକାଶର ହିସାବ । ଏକ ଜନସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ । ଠାକୁରମୁଣ୍ଡା-କରଞ୍ଜିଆ ସହିତ ତାଙ୍କ ସମ୍ପର୍କ ବହୁତ ପୁରୁଣା ବୋଲି ସେ କହିଥିଲେ। ୨୦ ବର୍ଷ ତଳେ ଏଠାରେ ଭଲ ରାସ୍ତା ନଥିଲା । ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ [...]
ओडिया समाचारଚମ୍ପୁଆରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ଦେଲେ ବିକାଶର ହିସାବ, ବିରୋଧୀଙ୍କୁ କଲେ ଟାର୍ଗେଟ
ଭୁବନେଶ୍ୱର – କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ଏକ ଜନସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରି ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ [...]
ओडिया समाचारଆଜି ପ୍ରଥମ କ୍ବାଲିଫାୟର: କେକେଆର୍-ସନରାଇଜର୍ସ ମୁହାଁମୁହିଁ
ଅହମ୍ମଦାବାଦ: ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି । ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ଟେବୁଲ୍ ଟପ୍ପର କୋଲକାତା ନାଇଟ୍ ରାଇଡର୍ସ ଓ ଦ୍ବିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏହା ଏକ ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରାଯାଉଥିବା ବେଳେ ପ୍ରଶଂସକଙ୍କୁ ଏକ ରୋମାଞ୍ଚକ ଲଢ଼େଇ ଦେଖିବାକୁ ମିଳିବ। ଚଳିତ ବର୍ଷ କେକେଆର୍ ପ୍ରଥମ ଦଳ ଭାବେ ଆଇପିଏଲ୍ ପ୍ଲେ ଅଫରେ ପହଞ୍ଚିଥିଲା। ଶେଷ [...]
ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ସାଂସଦ ଜୟନ୍ତ ସିହ୍ନାଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍

ओडिया समाचारଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ସାଂସଦ ଜୟନ୍ତ ସିହ୍ନାଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଲୋକସଭା ଆସନ ପାଇଁ ମେ ୨୦ରେ ଅନୁଷ୍ଠିତ ମତଦାନ ବେଳେ ଭୋଟ୍ ନ ଦେବା ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ବିଜେପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସିହ୍ନାଙ୍କୁ ୨ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି ଦଳ। ଜୟନ୍ତ ସିହ୍ନା ସମ୍ପ୍ରତି ହଜାରିବାଗ ସାଂସଦ ଅଛନ୍ତି। ସେ ମୋଦି ସରକାରରେ ମନ୍ତ୍ରୀ ବି ରହିଥିଲେ। କିନ୍ତୁ [...]
ओडिया समाचारକାଲି ସୃଷ୍ଟି ହେବ ଲଘୁଚାପ: ୨୪ ଓ ୨୫ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର – ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୪ରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବ ।ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୩ ସୁଦ୍ଧା କୂଳକୁ ଫେରିବାକୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ [...]
ओडिया समाचारରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ
ଭୁବନେଶ୍ବର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର କମ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ରହିଥିଲା। ସୋମବାର ରାଜ୍ୟର ୫ ଲୋକସଭା କ୍ଷେତ୍ର ଏବଂ ଏସବୁ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ମତଦାନ ହୋଇଥିଲା। ବରଗଡ଼ ଲୋକସଭା ଆସନରେ ସର୍ବାଧିକ [...]
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଚଲୀ ସୁହାବନି ତ୍ରିବିଧ ବୟାରୀ। କାମ କୃସାନୁ ବଢାବନିହାରୀ ॥ ରଂଭାଦିକ ସୁର ନାରି ନବୀନା । ସକଲ ଅସମସର କଲା ପ୍ରବୀନା ॥ ଭାବାର୍ଥ :- ମନରେ କାମାଗ୍ନିକୁ ଉତ୍ତେଜିତ କରିବା ପାଇଁ ତିନିପ୍ରକାରର ଶୀତଳ, ମଳୟ ସୁଗନ୍ଧିତ ପବନ ବୋହିବାକୁ ଲାଗିଲା । ରମ୍ଭା ଆଦି ସୁନ୍ଦରୀ ନବ ଯୁବତୀ ଦେବାଙ୍ଗନା ମାନେ, ଯେଉଁମାନେ ସମସ୍ତେ କାମକଳାରେ ନିପୁଣ ଥିଲେ ଆସିଲେ ।
ओडिया समाचारଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
