ପଞ୍ଚମ ପର୍ଯ୍ୟାୟରେ ୫୭ ପ୍ରତିଶତରୁ ଅଧିକ ମତଦାନ

ओडिया समाचारପଞ୍ଚମ ପର୍ଯ୍ୟାୟରେ ୫୭ ପ୍ରତିଶତରୁ ଅଧିକ ମତଦାନ
ନୂଆଦିଲ୍ଲୀ: ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ସୋମବାର ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ଭୋଟ ଗ୍ରହଣ ହୋଇଥିବା ବେଳେ ମତଦାନ ହାର ୫୭ ପ୍ରତିଶତରୁ ଅଧିକ ରହିଛି। ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସାକୁ ଛାଡ଼ି ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମହାରାଷ୍ଟ୍ରର ସର୍ବନିମ୍ନ ୪୮.୮୮ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ପଶ୍ଚିମବଙ୍ଗର ସର୍ବାଧିକ ୭୩ ପ୍ରତିଶତ ମତଦାନ ରେକର୍ଡ [...]
‘ମହାପ୍ରଭୁ ଜଗନ୍ନାଥ ମୋଦିଙ୍କ ଭକ୍ତ’ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ରଙ୍କୁ ଚାରିଆଡୁ ଭର୍ତ୍ସନା, ଜାତୀୟ ସ୍ତରରେ ନିନ୍ଦା
‘ମହାପ୍ରଭୁ ଜଗନ୍ନାଥ ମୋଦିଙ୍କ ଭକ୍ତ’ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ରଙ୍କୁ ଚାରିଆଡୁ ଭର୍ତ୍ସନା, ଜାତୀୟ ସ୍ତରରେ ନିନ୍ଦା
ଭୁବନେଶ୍ୱର – ଓଡ଼ିଆ ଅସ୍ମିତା ନେଇ ବିଜେପି ନେତାମାନେ ବଡ ବଡ଼ କଥା କହି ବାରମ୍ବାର ନିନ୍ଦିତ ଓ ଲଜ୍ଜିତ ହୋଇଛନ୍ତି। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ନେତା ଶସ୍ତା ରାଜନୀତି କରୁଥିବାର ବି ଅନେକ ନଜିର ରହିଛି। ହେଲେ ଗୈରିକ ପାର୍ଟିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ନେତାଙ୍କ ପ୍ରଶଂସା ସ୍ତବକ ଗାନ କରି ସବୁ ସୀମା ଟପିଯାଇଛନ୍ତି । ଜଗତର ନାଥ [...]
ओडिया समाचारସମ୍ଭାବ୍ୟ ଲଘୁଚାପ : ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କଲେ ଏସଆରସି
ଭୁବନେଶ୍ୱର – ବଙ୍ଗୋପ ସାଗରରେ ଚଳିତ ମାସ ୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସି । ମେ’୨୩ରୁ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଏ ନେଇ ଏସଆରସି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ [...]
ओडिया समाचारରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ, ୩୦୫ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍
ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ଅଧିକ ରହିବା ଆଶା କରାଯାଉଛି। ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ୬୦ ଦଶମିକ ୫୫ ପ୍ରତିଶତ ଥିଲା । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ବମ୍ପର ଭୋଟିଂ ହୋଇଥିଲା । ୭୪ [...]
ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ओडिया समाचारବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ତାଙ୍କୁ ଜଣେ ମଣିଷର ଭକ୍ତ ବୋଲି ଅଭିହିତ କରିବା ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅପମାନଜନକ ମନ୍ତବ୍ୟ ଓଡ଼ିଶା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବନା ପ୍ରତି କୁଠାରାଘାତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। [...]
ओडिया समाचारଭୁବନେଶ୍ୱର ଏକାମ୍ରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’ , ହଜାର ହଜାର ଲୋକ ସାମିଲ
ଭୁବନେଶ୍ୱର – ରାଜଧାନୀର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ଶୋ’ । ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ସମର୍ଥକ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ସ୍ଲୋଗାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ। ଆପଣଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନାହିଁ । ଆପଣମାନେ ଖୁସି ତ ବୋଲି [...]
ओडिया समाचारଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପିଇଓଙ୍କୁ ଜେଲ୍
କୋରାପୁଟ – ଦୁର୍ନୀତି ମାମଲାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋଲାବିର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟରାମ ଗୋଲରି ଓ ପୂର୍ବତନ ପିଇଓ ଏନ୍. ଈଶ୍ୱର ରାଓଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ସେମାନେ ୧ ହଜାର ୧୯୬ ବସ୍ତା ସିମେଣ୍ଟ ବାଟମାରଣା କରିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଉଭୟ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପିଇଓଙ୍କୁ [...]
ओडिया समाचारବିଜେପି ପ୍ରାର୍ଥୀଙ୍କୁ ୮ ଥର ଭୋଟ ଦେବା ଅଭିଯୋଗରେ ଯୁବକ ଗିରଫ, ସମସ୍ତ ପୋଲିଂ କର୍ମଚାରୀ ନିଲମ୍ବିତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଫାରୁକାବାଦ ଲୋକସଭା ଆସନ ପାଇଁ ମତଦାନ ବେଳେ ଏକ ବୁଥରେ ଜଣେ ଯୁବକ ବିଜେପିକୁ ୮ ଥର ଭୋଟ୍ ଦେବା ଭିଡ଼ିଓ ଭାଇରାଲ ହେବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମତଦାନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ଯୁବକକୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଯୁବକ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ ବୋଲି ଜଣାପଡ଼ିଛି। ନିର୍ବାଚନ କମିଶନ ଏହି ମତଦାନ [...]
ଛତ୍ରପୁର: ଟ୍ରକ୍ ନେଇଗଲା ଶଳା ଓ ଭିଣୋଇଙ୍କ ଜୀବନ

ओडिया समाचारଛତ୍ରପୁର: ଟ୍ରକ୍ ନେଇଗଲା ଶଳା ଓ ଭିଣୋଇଙ୍କ ଜୀବନ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ଶଳା ଓ ଭିଣୋଇଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ ଭିଣୋଇ କରୁଣାକର ବିଶ୍ୱାଳ ଏବଂ ଶଳା ଗଦାଧର ପ୍ରଧାନ। ଉଭୟଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସାମନ୍ତରାପୁର ଗ୍ରାମ। ଶବ ବ୍ୟବଛେଦ ପାଇଁ ପୋଲିସ ପଠାଇଛି। ଦୁହେଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ନିଜ ଘରକୁ [...]
ସାଲେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ତିନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ରଖିଲେ ଉତ୍ତର

ओडिया समाचारସାଲେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ତିନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ରଖିଲେ ଉତ୍ତର
ଭୁବନେଶ୍ୱର – କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଲେପୁରରେ ଆଜି ଦଳ ପାଇଁ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଏକ ଜନସଭାରେ ସେ କହିଛନ୍ତି ଯେ, ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ସେ ହେଉଛନ୍ତି ମୁଏ ନବୀନ ପଟ୍ଟନାୟକ । ଯେତେ ସବୁ ବିକାଶ ଓ କଲ୍ୟାଣ କାମ- ବିଏସକେୱ।ଆଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁର ଉତ୍ତର କେବଳ [...]
