ओडिया समाचारଆଜି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, କାଲି ପୁରୀରେ ରୋଡ୍ ଶୋ’
ଭୁବନେଶ୍ଵର – ନିର୍ବାଚନ ପ୍ରଚାର ପାଇଁ ଆଜି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ଶୋ’ କରିବେ ମୋଦି। ଏହାପରେ ଅନୁଗୁଳ ଯାଇ ଏକ ଜନସଭାକୁ ସମ୍ବୋଧନ କରିବା ସହ କଟକରେ ଦିନ ସାଢେ ୧୧ଟାରେ ଜନ ସମାବେଶ କରିବେ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ସାଧାରଣ [...]
କାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ , ବୁଥ ଅଭିମୁଖେ ପୋଲିଂ ପାର୍ଟି : ସୁରକ୍ଷା ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ

ओडिया समाचारକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ , ବୁଥ ଅଭିମୁଖେ ପୋଲିଂ ପାର୍ଟି : ସୁରକ୍ଷା ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ
ଭୁବନେଶ୍ୱର – ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ହେବ ଭୋଟ୍ ଗ୍ରହଣ କରାଯିବ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏସବୁ କ୍ଷେତ୍ର ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ହେବ ମତଦାନ । ୩୫ଟି ବିଧାନସଭା [...]
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ପିତହି ବୁଝାଇ କହହୁ ବଲି ସୋଈ । ଚୌଥେଂପନ ଜେହିଂ ଅଜସୁ ନ ହୋଈ ॥ ତୁହ୍ମ ସମ ସୁଅନ ସୁକୃତ ଜେହିଂ ଦୀହ୍ନେ । ଉଚିତ ନ ତାସୁ ନିରାଦରୁଇ କୀହ୍ନେ ॥ ଭାବାର୍ଥ :- ମାତା କୈକେୟୀ ଶ୍ରୀରାମଙ୍କୁ କହିଲେ, ମୁଁ ତୁମ ପାଇଁ ରାଣ ପକାଇ ସମର୍ପଣ ଭାବ ସହିତ ସତ୍ୟ କରି କହୁଛି, ତୁମେ ପିତାଙ୍କୁ ବୁଝାଇ ସେହି କଥା କୁହ, ଯେପରି ତାଙ୍କର ଜୀବନର [...]
ओडिया समाचारଗୀତା ଉପଦେଶ: ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ
ଶ୍ରୀମଦ୍ ଭଗବଦ୍ ଗୀତାରେ ଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅସଫଳ ଯୋଗୀଙ୍କର ଭାଗ୍ୟ ସମ୍ପର୍କରେ ପଚାରୁଛନ୍ତି – ଅର୍ଜୁନ ଉବାଚ : ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ। ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି। ଅର୍ଥାତ ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ [...]
ଘରୁ ଭୋଟ ଦେଲେ ମନମୋହନ ସିଂହ, ଆଡଭାନୀ

ओडिया समाचारଘରୁ ଭୋଟ ଦେଲେ ମନମୋହନ ସିଂହ, ଆଡଭାନୀ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଚାରି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଅବଶିଷ୍ଟ ତିନି ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି। ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀରେ ମତଦାନ ଅନୁଷ୍ଠିତ ହେବ। ଏଥର ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରୁ ଭୋଟ୍ ଦେବା ବ୍ୟବସ୍ଥା କରିଛନ୍ତି। ତଦନୁସାରେ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ [...]
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୨୦ରେ ୫ ଲୋକସଭା, ୩୫ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୩୦୫ ପ୍ରାର୍ଥୀ

ओडिया समाचारଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୨୦ରେ ୫ ଲୋକସଭା, ୩୫ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୩୦୫ ପ୍ରାର୍ଥୀ
ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମତଦାନ କରାଯିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି [...]
କାଲି ଆପ୍ ନେତାଙ୍କ ସହ ବିଜେପି ମୁଖ୍ୟାଳୟକୁ ଯିବେ କେଜ୍ରିୱାଲ, ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କଲେ

ओडिया समाचारକାଲି ଆପ୍ ନେତାଙ୍କ ସହ ବିଜେପି ମୁଖ୍ୟାଳୟକୁ ଯିବେ କେଜ୍ରିୱାଲ, ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କଲେ
ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାରପିଟ୍ ମାମଲାରେ ବିଜେପିର ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାଉଣ୍ଟର ଆଟାକ୍ କରିଛନ୍ତିି । ଆପର ଜାତୀୟ ଆବାହକ କହିଛନ୍ତିି, ଆସନ୍ତାକାଲି ଦିନ ୧୨ଟାରେ ଆପର ପ୍ରମୁଖ ନେତାଙ୍କ ସହ ସେ ବିଜେପି ମୁଖ୍ୟାଳୟକୁ ଯିବେ। ସେମାନଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତିି କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, “ମୁଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୋ ଦଳର ସମସ୍ତ ନେତା ଓ ବିଧାୟକଙ୍କ ସହ ବିଜେପି [...]
ओडिया समाचारବଙ୍ଗୋପସାଗରରେ ଆସନ୍ତା ୨୨ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଭୁବନେଶ୍ବର – ଚଳିତ ମାସ ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ତାରିଖ ଆଡ଼କୁ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର [...]
ओडिया समाचारରେଢାଖୋଲରେ ଉନ୍ନତିମୂଳକ କାମର ହିସାବ ଦେଲା ବିଜେଡି, ସାଂସଦ ପାଣ୍ଠିର ଲୁଟ ନେଇ ଘେରିଲା
ସମ୍ୱଲପୁର ; ରାଜ୍ୟର ସବୁ ଅଞ୍ଚଳରେ ଲୋକେ କେମିତି ସମାନ ସୁବିଧା ପାଇବେ ଏଥିପ୍ରତି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସଚେତନ ଥାଆନ୍ତି । ବିଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଏହାହିଁ ମୂଳମନ୍ତ୍ର ହୋଇ ରହିଆସିଛି । ଉପାନ୍ତ ଅଞ୍ଚଳଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ସବୁ ସ୍ଥାନରେ ସବୁ କ୍ଷେତ୍ରରେ ଋପାନ୍ତରଣର ସ୍ପର୍ଶ ଲାଗିଥିବାବେଳେ ଏଥିରୁ ବାଦ ପଡିନି ସମ୍ବଲପୁର । ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ [...]
ओडिया समाचारପିପିଲି, ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଜେପିର ନେତାମାନଙ୍କୁ ପୁଣି ଥରେ ଟୁରିଷ୍ଟ ବୋଲି କହି ଟାର୍ଗେଟ କରିଛନ୍ତି । ଆଜି ପିପିଲି ଡେଲାଙ୍ଗରେ ନିର୍ବାଚନ ପ୍ରଚାର କରି ପାଣ୍ଡିଆନ କହିଛନ୍ତି ଯେ, ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ସହ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍ ଦେବେ। ସାରା ଭାରତ ବର୍ଷ ଜାଣିଛି [...]
