ଆଜମ ଖାନ ଓ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଲକ୍ଷ୍ନୌ: ଟିକସ ଫାଙ୍କି ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ବୁଧବାର ଆୟକର ବିଭାଗ ତରଫରୁ ଚଢ଼ାଉ ହୋଇଛି । ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ୩୦ରୁ ଅଧିକ ସ୍ଥାନରେ ଏହି ଚଢ଼ାଉ ଚାଲିଛି ।

ଆଜମ ଖାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ କିଛି ଟ୍ରଷ୍ଟ ବିରୋଧରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ହୋଇଛି।

Comments are closed.