ନ୍ୟୁଜରୁମ୍ : ସକାଳର ଖବର

 

୧.କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭ

୨.ରାଜ୍ୟରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ନିଷ୍ପତି

୩.କୁଇକ୍ ରିଆକସନ ସରଫେସ୍ ଟୁ ଏୟାର ମିସାଇଲର ସଫଳ ପରୀକ୍ଷଣ, ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

୪.ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପ୍ଲାଜମା ଦାନ

୫.୫ ମାସ ପରେ ଗଞ୍ଜାମ ଜିଲ୍ଲାରେ ସକ୍ରିୟ କୋରୋନା ସଂଖ୍ୟା ୧୦୦ରୁ ତଳକୁ ଖସିଲା

୬.କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ପାଇଁ ଥାନା ପୋଷ୍ଟିଂ ମନା : ଓଏଚଆରସିଙ୍କ ନିର୍ଦ୍ଦେଶ

୭.ଓରଟେଲ କଂପାନିରରୁ ଇସ୍ତଫାଦେଲେ ଶିବପ୍ରସାଦ ଶ୍ରୀଚନ୍ଦନ, ଜଗି ଓ ବୈଜୟନ୍ତଙ୍କ ବିରୋଧରେ ଆଣିଲେ ବିଶ୍ୱାସଘାତକତାର ଅଭିଯୋଗ

୮.ଧାନ ସଂଗ୍ରହ ନେଇ ଯୋଗାଣ ନିଗମ ଏମଡିଙ୍କ ସୂଚନା : ଜଳସେଚିତ ଜମିରୁ ଏକର ପିଚ୍ଛା ୧୯ ଓ ଅଣଜଳସେଚିତ ଜମିରୁ ୧୩ କୁଇଂଟାଲ ଧାନ କିଣାଯିବ

୯.ଉତ୍କର୍ଷ ଓ ଆଦର୍ଶ ବିଦ୍ୟାଳୟରେ ଅନଲାଇନ୍ ଶିକ୍ଷା ପ୍ରଦାନରେ ସହେଯାଗ କରିବ ଟିସିଏସ, ଗଣଶିକ୍ଷା ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

୧୦.ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

୧୧.ବାତ୍ୟା ଅମ୍ଫାନ ପାଇଁ ଓଡିଶାକୁ ୧୨୮.୨୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା

୧୨.ପାକିସ୍ତାନରେ ୨୦ ବର୍ଷ ବନ୍ଦୀ ଜୀବନ କାଟିଲା ପରେ ଓଡିଶା ଫେରିଲେ ସୁନ୍ଦରଗଡ ଜିଲ୍ଲାର ବିରଜୁ କୁଲୁ, ପ୍ରଶାସନର ସହାୟତାରେ ସଡକପଥରେ ଅମୃତସରରୁ ଆସିଲେ

୧୩.ରାହୁଲଙ୍କୁ ‘ନର୍ଭସ’ ନେତା କହିଲେ ଓବାମା

୧୪.ଅର୍ଜୁନ ରାମପାଲଙ୍କୁ ଏନସିବିର ଜେରା

୧୫.ଇସ୍ତଫା ଦେଲେ ନୀତିଶ, ୧୫ରେ ଏନଡିଏ ବୈଠକ, ନୂଆ ସରକାର ଗଠନ ନେଇ ହେବ ଘୋଷଣା

୧୬.ଅଦାଲତ ଅବମାନନା ମାମଲା: କ୍ଷମା ମାଗିବାକୁ ମନାକଲେ କାମ୍ରା

୧୭.କୁକୁଡ଼ା ଚାଷ କରିବେ ଧୋନି

Comments are closed.