ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୪ ହଜାର ୭୬୧ କୋରୋନା ରୋଗୀ ସୁସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩

୨.ଘରେ ଘରେ ଅରୁଣିମା : କୋଭିଡ ସଂକଟ ବେଳେ ପାଲଟିଛି ଶିଶୁଙ୍କ ବିକାଶର ସଫଳ ମାଧ୍ୟମ, କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ସକ୍ରିୟ ସହଭାଗିତା

୩.ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅକ୍ଟୋବର ୩ରେ ପୂୂୂୂର୍ବତଟ ରେଳପଥ ଚଳାଚଳ କରିବ ୯ଟି ସ୍ୱତନ୍ତ୍ର ଟ୍ରେନ

୪.ଡ୍ରଗ୍ସ ଲିଙ୍କ୍ ମାମଲା : ଜେରା ପାଇଁ ଏନସିବିରେ ହାଜରେ ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ

୫.ଡ୍ରଗ୍ସ ଲିଙ୍କ ମାମଲା : ଦୀପିକାଙ୍କ ପରେ ଶ୍ରଦ୍ଧା ଓ ସାରାଙ୍କୁ ଏନସିବିର ପଚରାଉଚୁରା, ଗିରଫ ହେଲେ ଧର୍ମା ପ୍ରଜକସନର୍ ଏକଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷିତୀଜ ପ୍ରସାଦ

Comments are closed.