ନ୍ୟୁଜରୁମ: ସକାଳର ଖବର

୧.ଆକାଶ ପାଠକଙ୍କ ଆକାଉଂଟରୁ ଠାବ ହେଲା ଆହୁରି ୧ କୋଟି ୪୭ ଲକ୍ଷ ଟଙ୍କା

୨.ସୁନ୍ଦରଗଡ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସୁଦୃଢ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୩.ବିଶ୍ୱ ମ୍ୟାଲେରିଆ ରିପୋର୍ଟ ୨୦୨୦ : ରୋଗ ମୁକାବିଲାରେ ଓଡିଶାକୁ ସଫଳତା, କମିଛନ୍ତି ଆକ୍ରାନ୍ତ

୪.ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଆକାଶ, ହୋଇପାରେ ପଲିଗ୍ରାଫ ଟେଷ୍ଟ

୫.ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଂଟ ଓ ଜମିର ଛାନଭିନ ପ୍ରକ୍ରିୟା ଆରମ୍ଭ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ

୬.କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହେବ କୋରୋନା ଟିକା : ପ୍ରଧାନମନ୍ତ୍ରୀ

୭.ସର୍ବଦଳୀୟ ବୈଠକ : କୋରୋନା ଟିକା ପାଇଁ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡିର ଦାବି, ମହାମାରୀ ମୁକାବିଲା ପାଇଁ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

୮.କୃଷି ଆଇନରେ ପରିବର୍ତ୍ତନ ପାଇଁ କେନ୍ଦ୍ରର ସଙ୍କେତ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ

Comments are closed.