ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର- ଆଜି ହେଉଛି ବରିଷ୍ଠ ନାଗରିକ ଦିବସ । ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । କୋରୋନା କାଳରେ ବରିଷ୍ଠ ନାଗରିକଙ୍କ ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବରିଷ୍ଠ ନାଗରିକମାନେ ଅସୁରକ୍ଷିତ ଅବସ୍ଥାକୁ ଚାଲିଆସନ୍ତି । ତେଣୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ସେ ବାର୍ତା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।

Comments are closed.