ନିଟ୍ ୨୦୨୦ରେ ଓଡିଶାର ସୋଏବ ଅଫତାବ ଟପ୍ପର

ଭୁବନେଶ୍ୱର- ନିଟ୍ ୨୦୨୦ ରେ ଓଡିଶା ପାଇଁ ଖୁସିର ଖବର । ନିଟ୍ -୨୦୨୦ରେ ଓଡିଶାର ସୋଏବ ଅଫତାବ ଶତ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ୧୮ ବର୍ଷିୟ ଅଫତାବ କୋଟାରେ ରହନ୍ତି । ମେଡିକାଲ ନାଁ ଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକ ପରୀକ୍ଷା ହେଉଛି ଏନଇଇଟି ବା ନିଟ୍ । ଆଜି ନିଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି ।

Comments are closed.