ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟ ପ୍ରାଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ: ଅରିନ୍ଦମ ଡାକୁଆ ହେଲେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

୨.ରାଜ୍ୟରେ କୋରୋନାକୁ ମାତ ଦେଲେ ଆଉ ୩ ହଜାର ୧୧୦ ରୋଗୀ , ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ସୁସ୍ଥ

୩.କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଖୋର୍ଧା –କଟକ ଜିଲ୍ଲାରେ ଅଧିକ ଫୋକସ ପାଇଁ ଆହ୍ୱାନ, ବ୍ରହ୍ମପୁର ମଡେଲ ଅନୁସରଣ ପାଇଁ କଟକ-ଭୁବନେଶ୍ୱର ପୌର ପ୍ରଶାସନକୁ ନିର୍ଦ୍ଦେଶ

୪.କୋରୋନା ବିରୋଧୀ ଲଢେଇରେ ସଫଳତା, ମୃତ୍ୟୁ ହାର କମ୍ ଥିବା ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ଓଡିଶା

୫.ଏଷ୍ଟ୍ରାଜେନେକା କଂପାନିର କୋରୋନା ଟିକା ପରୀକ୍ଷଣ ସାମୟିକ ଭାବେ ସ୍ଥଗିତ, ମାନବ ପରୀକ୍ଷଣରେ ସାମିଲ ବ୍ୟକ୍ତି ଅସୁସ୍ଥ

୬.ଗୁରୁବାର ଭାରତୀୟ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ

୭.ଇପିଏଫଓ ସୁଧ ହାର : ୨୦୧୯-୨୦ ବର୍ଷ ପାଇଁ ସୁଧ ହାର ରହିବ ୮ ଦଶମିକ ୫ ପ୍ରତିଶତ

୮.ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଡୋନାଲଡ୍ ଟ୍ରମ୍ପ

୯.ଖ୍ରୀଷ୍ଟିଆନୋ ରୋନାଲ୍‌ଡୋଙ୍କ ମାଇଲଖୁଂଟ, ୧୦୦ ଆନ୍ତର୍ଜାତିକ ଗୋଲ୍ ସ୍କୋର କରିବାରେ ହେଲେ ବିଶ୍ୱର ମାତ୍ର ଦ୍ୱିତୀୟ ଫୁଟବଲର୍‌

Comments are closed.