ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଆଂକୁଲି-ଇଂଜିନିୟରିଂ ଛକ ଫ୍ଲାଏ ଓଭରବ୍ରିଜକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

୨.କୋଭିଡ ସଂକ୍ରମଣ ପ୍ରତିହତ ଦିଗରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଜନ ସଂପର୍କ ଅଭିଯାନ ତ୍ୱରାନ୍ୱିତ

୩.ଷ୍ଟେଟ୍ ଷ୍ଟାର୍ଟଅପ୍ ମାନ୍ୟତା -୨୦୧୯ : ଓଡିଶା ‘ଲିଡର୍‌’ ପର୍ଯ୍ୟାୟଭୁକ୍ତ, ଓଡିଶାର ଷ୍ଟାର୍ଟ ଅପ୍ ନୀତି ଉଚ୍ଚ ପ୍ରଶଂସିତ

୪.ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଗରିମା’ କାର୍ଯ୍ୟକ୍ରମ

୫.ବନ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ,ଚାଷୀଙ୍କ ମିଳିବ ୩ ଶହ କୋଟିର ସହାୟତା

୬.ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ : ମତ୍ସ୍ୟ ଚାଷୀ ଓ ବୁଣାକାରଙ୍କ ପାଇଁ ବି ରହିଛି ସହାୟତା

୭.ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ମାଆ ଓ ଓଟିଭି ଏମଡିଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତାଳାପର ଅଡିଓଟେପ୍ ଭାଇରାଲ୍

୮.ବାଲେଶ୍ୱରରେ କୋଭିଡ ପରିଚାଳନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସପିଟାଲ୍

୯.ଆଇପିଏସ ହିଂମାଶୁ ଲାଲଙ୍କ କେନ୍ଦ୍ରୀୟ ନିଯୁକ୍ତି ବାତିଲ, ଆଇପିଏସ ସତ୍ୟଜିତ ନାୟକ ବି ଓଡିଶା ଫେରିବେ

୧୦.ସଂସଦରେ ମୌସୁମୀ ଅଧିବେଶନ : ରାଜ୍ୟସଭାରେ ଦଳୀୟ ସଦସ୍ୟଙ୍କୁ ହ୍ୱିପ୍ ଜାରି କଲା ବିଜେଡି, ସେପଟେମ୍ବର ୧୪ରେ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

୧୧.ସୀମା ଉତେଜନା : ଲଦାଖର ପେଂଗୋଗ୍ ଅଂଚଳରେ ସୈନ୍ୟ ଠୁଳ କରୁଛି ଚୀନ, ଭାରତ ମୁତୟନ କଲା ବୋଫର୍ସ ତୋପ, ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

Comments are closed.