ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.କୋରୋନା ମୁକାବିଲା ଦିଗରେ ନବୀନଙ୍କ ଆଉ ଏକ ଲୋକାଭିମୁଖୀ ପଦକ୍ଷେପ : ଗାନ୍ଧି ଜୟନ୍ତୀରୁ ଶାସକ ବିଜେଡିର ମାସେବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ

୨.ଉପନିର୍ବାଚନ : ନଭେମ୍ବର ୩ ତାରିଖରେ ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ମତଦାନ, ନଭେମ୍ବର ୧୦ରେ ଭୋଟ୍ ଗଣତି

୩.କୋରୋନା କଟକଣା ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ଦିବଂଗତ ନେତାଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ

୪.ଆଇସିଏମଆର ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟ: ଅଗଷ୍ଟରେ ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କୋରୋନା ଭୂତାଣୁ ସଂକ୍ରମିତ

୫.କୋରୋନା ପରେ ଆଉ ଏକ ଚୀନ୍ ଭାଇରସଠାରୁ ବିପଦ, କ୍ୟାଟ କ୍ୟୁ ଭାଇରସ ନେଇ ବୈଜ୍ଞାନିକଙ୍କ ସତର୍କବାଣୀ

 

Comments are closed.