ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ପରୋଲୋକରେ ପିପିିଲି ବିଧାୟକ ମହାରଥୀ

୨.ଏସସିବିରେ ପ୍ଲାଜମା ଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୩.ରାଜ୍ୟରେ କୋରୋନା ସୁସ୍ଥ ହୋଇଥିବା ଲୋକଙ୍କ ସଂଖା ୨ ଲକ୍ଷ ନିକଟତର, ଆଜି ଆଉ ୪ ହଜାର ୬୬ ସୁସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୪୮

୪.ରାଜ୍ୟରେ ମାଓ ମୁକାବିଲା : ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର

୫.ହୋମ୍ ଆଇସୋଲେସନରେ ଫାଭିଫିରାଭିର ଟାବଲେଟ୍ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

୬.ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ଅଭିନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଏମ୍ସ ରିପୋର୍ଟରେ ଖାରଜ

୭.ରୋହତଙ୍ଗରେ ବିଶ୍ୱର ସବୁଠାରୁ ଦୀର୍ଘତମ ହାଇୱେ ଟନେଲ ଉଦଘାଟିତ

Comments are closed.