ନ୍ୟୁଜରୁମ୍ : ସକାଳର ଖବର ରାଜ୍ୟ

୧.ରାଜ୍ୟରେ ଘରୋଇ ଲ୍ୟାବ୍‌ରେ କୋଭିଡ ପରୀକ୍ଷଣ ହେଲା ଶସ୍ତା, ୨୨ ଶହ ବଦଳରେ ଏଣିକି ୧୨ ଶହ ଟଙ୍କା

୨.ରାଜ୍ୟରେ ଲଗାତର ତୃତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁସ୍ଥ, ୨ହଜାର ୫୪୬ ସୁସ୍ଥ, ଖୋର୍ଧାରୁ ସର୍ବାଧିକ ୬୨୭

୩.କୋରୋନା ପାଇଁ କଟକରେ ହେବନାହିଁ ସାର୍ବଜନୀନ ଦୁର୍ଗା ପୂଜା , ମଣ୍ଡପରେ ପୂଜା ପାଇବେନି ମାଆ

୪.କୋରୋନା କାଳରେ ଗ୍ରାମାଂଚଳରେ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ, କୋଭିଡ-୧୯ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

୫.କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ମାନ୍ୟତା,ଡେଜିନ୍ ମ୍ୟାଗାଜିନ ପୁରସ୍କାର ପାଇଁ ଚୂଡାନ୍ତ ତାଲିକାରେ ମିଳିଲା ସ୍ଥାନ

୬.ନିଟ୍‌, ଜେଇଇ ସ୍ଥଗିତ ରଖିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

୭.ବୈଷୟିକ ସହଯୋଗ ପାଇଁ ଭିସୁଟ୍ –ଇସ୍ରୋ ବୁଝାମଣା ପତ୍ର ସ୍ୱାକ୍ଷରିତ,ଭିସୁଟ କ୍ୟାମ୍ପସରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଇନୋଭେସନ ସେଂଟର

୮.ସେପଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଜାତୀୟ

୧.କୋଭିଡ ଟୀକା ଦୌଡରେ ଭାରତର ତିନିଟି ଟୀକା , ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ

୨.ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ

୩.ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

Comments are closed.